ZEE Odisha News Profile Banner
ZEE Odisha News Profile
ZEE Odisha News

@ZeeOdisha

183,728
Followers
3
Following
83,190
Media
141,526
Statuses

ZEE Odisha News is 24x7 Odia news channel. This Digital channel update news bulletins and current affairs of your interest. WhatsApp Link:

Bhubneshwar
Joined November 2013
Don't wanna be here? Send us removal request.
@ZeeOdisha
ZEE Odisha News
2 years
Tweet media one
14
1K
2K
@ZeeOdisha
ZEE Odisha News
2 years
ଫ୍ୟାନ୍ସଙ୍କ ଧଡ଼କନ ତେଜ୍ କଲେ ସେହେନାଜ ଗିଲ୍ । ନ୍ୟୁ ଫଟୋ ସୁଟରେ ଲାଗୁଛନ୍ତି Hot and Sizzling #ShehnaazGill #NewPhotoShoot @ishehnaaz_gill #ZeeOdishaNews
Tweet media one
Tweet media two
83
962
2K
@ZeeOdisha
ZEE Odisha News
2 years
#BollywoodNews 📌ବାବା ସିଦ୍ଦିକିଙ୍କ ଇଫତାର ପାର୍ଟିରେ ଶାହରୁଖ ଖାନ ଏବଂ ଶାହନାଜ ଗିଲ୍ ଙ୍କ ଉଷ୍ମ ଆଲିଙ୍ଗନକୁ ନେଇ ସମାଜିକ ଗଣ ମାଧ୍ୟମରେ ଖୁବ୍ ଆଲୋଚନା ହେଉଛି | #ShehnaazGill #ShahRukhKhan #BabaSiddique #Iftaar #ZeeOdishaNews
Tweet media one
42
812
1K
@ZeeOdisha
ZEE Odisha News
2 years
ଅଭିନେତ୍ରୀ ସେହେନାଜ ଗିଲ୍ ଙ୍କ ବୋଲ୍ଡ ଅବତାର...ପୁଲ୍ ଭିତରେ ନେଉଛନ୍ତି ‘summer vibes’ର ମଜା 🌞🌞🌞 #ShehnaazGill #SummerVibes @ishehnaaz_gill
Tweet media one
Tweet media two
87
761
1K
@ZeeOdisha
ZEE Odisha News
2 years
#BreakingNews 📌ବାବା ସିଦ୍ଦିକଙ୍କର ଇଫତାର ପାର୍ଟି ରେ ଧୂସର ରଙ୍ଗର ଭାରତୀୟ ପୋଷାକରେ ଖୁବ୍ ସୁନ୍ଦର ଦେଖାଯାଉଥିଲେ ଶାହନାଜ ଗିଲ୍ | #BabaSiddiquiIftarParty #ShehnaazGill #ShehnaazGill #ZeeOdishaNews
Tweet media one
62
759
1K
@ZeeOdisha
ZEE Odisha News
2 years
ଆଜି ଅଭିନେତ୍ରୀ ସେହନାଜ ଗିଲଙ୍କ ଜନ୍ମଦିନ, ସେହନାଜଙ୍କୁ ତାଙ୍କ ଫ୍ୟାନଙ୍କ ତରଫରୁ ଛୁଟୁଛି ଶୁଭେଚ୍ଛାର ସୁଅ #ShehnaazGill @ishehnaaz_gill #HappyBirthday
Tweet media one
44
742
1K
@ZeeOdisha
ZEE Odisha News
2 years
ପ୍ରତିଶ୍ରୁତି ଦେଇ ଭୁଲି ଗଲେକି ସରକାର! | ଠିକା କର୍ମଚାରୀଙ୍କ ମୁହଁରେ କେବେ ଫୁଟିବ ହସ? #ContractualEmployeesProtest #OdishaNews #OdishaGovt
116
953
984
@ZeeOdisha
ZEE Odisha News
1 year
ଆପଣଙ୍କ ପ୍ରିୟ ଓଡ଼ିଆ କମେଡିଆନ କିଏ? କମେଣ୍ଟରେ ଜଣାନ୍ତୁ... #OdiaComedian #OdiaComedy #OdishaComedy
Tweet media one
329
16
992
@ZeeOdisha
ZEE Odisha News
2 years
ଏତେ ଦିନର ଦାବି ପରେ ବି କାହିଁକି ମିଳିପାରୁନି ଠିକା କର୍ମଚାରୀଙ୍କୁ ନ୍ୟାୟ ?... #odishanews #contractualemployees #ZeeOdishaNews
324
989
901
@ZeeOdisha
ZEE Odisha News
1 year
ସହିଦ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀଙ୍କ ନାମ କଣ ? #Odisha #History #freedom #Fighter #pic_quiz #OdishaNews #ZeeOdishaNews
Tweet media one
191
34
870
@ZeeOdisha
ZEE Odisha News
2 years
ସରିଲା ୧୫ ଦିନିଆ ଅବଧି, ସରକାରଙ୍କ ଘୋଷଣାକୁ ଅପେକ୍ଷା #ZeeOdishaNews #ContractualRule #OdishaNews
270
880
815
@ZeeOdisha
ZEE Odisha News
5 years
ଜମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ବିଜେପିର ମୁଖପାତ୍ର @sambitswaraj ପ୍ରତିକ୍ରିୟା, @narendramodi ଙ୍କ କଥାକୁ ଦୋହରାଇବାକୁ ଯାଇ କହିଛନ୍ତି, ଏ ଦୁଃଖ ସମୟରେ ସାରା ହିନ୍ଦୁସ୍ତାନ ଏକଯୁଟ ହୋଇଛି,ଠିକ୍ ସମୟରେ ଏହାର ବଦଲା ନିଆଯିବ...
41
84
781
@ZeeOdisha
ZEE Odisha News
1 year
ଏଇ ଫଟୋରେ ଥିବା ପ୍ରସିଦ୍ଧ ଓଡ଼ିଆ ଅଭିନେତାଙ୍କ ନାମ କ'ଣ ? #OldIsGold #odisha #ollywood #Odishanews #actors
Tweet media one
165
14
778
@ZeeOdisha
ZEE Odisha News
2 years
ପୁରୀରେ ଜଗା ଦର୍ଶନ କଲେ କମେଡିଆନ୍‌ କପିଲ ଶର୍ମା। ମହାବାହୁଙ୍କ ଦର୍ଶନ କରି କହିଲେ ଜୟ ଜଗନ୍ନାଥ #Puri #JaiJagannath #kapilsharma #ZeeOdishaNews @KapilSharmaK9
28
48
760
@ZeeOdisha
ZEE Odisha News
2 years
ଚର୍ଚ୍ଚାରେ ପ୍ରଭାସ: ହରର ଫିଲ୍ମରେ ନଜର ଆସିବେ ସାଉଥ ଷ୍ଟାର ପ୍ରଭାସ #Prabhas #ZeeOdishaNews #HorrorFilm
3
252
700
@ZeeOdisha
ZEE Odisha News
1 year
#IQTest କହିଲେ ଦେଖି, ଏଥିରେ ଭୁଲ ଟା କେଉଁଠି? #InterestingFact #QARound
Tweet media one
220
28
693
@ZeeOdisha
ZEE Odisha News
2 years
ଠିକା କର୍ମଚାରୀ...ସରିଲା ୧୫ ଦିନ, ଏବେ ଘୋଷଣାକୁ ଅପେକ୍ଷା #ContractualEmployees #ZeeOdishaNews #NewsUpdates
152
677
642
@ZeeOdisha
ZEE Odisha News
2 years
କିଏ ଶୁଣିବ ଠିକା କର୍ମଚାରୀଙ୍କ ଦୁଃଖ, 'କାମ ନିଅ, ଦରମା ଦିଅ' #ContractualEmployeesProtest #ZeeOdishaNews #NewsUpdates
76
580
569
@ZeeOdisha
ZEE Odisha News
5 months
ଓଡ଼ିଆ ସିନେ ଅଭିନେତା ସାତ୍ୟକି ମିଶ୍ର ଦୀର୍ଘ ବର୍ଷ ହେବ କର୍କଟ ରୋଗ ସହ ଲଢି ଚାଲିଛନ୍ତି l ସେ ଭୋଗୁଥିବା ଯନ୍ତ୍ରଣା ଯେମିତି ଆଉ କେହି ନ ଭୋଗନ୍ତୁ ସେ ନେଇ ସେ ଏକ ଭିଡିଓ ମାଧ୍ୟମରେ ଲୋକଙ୍କୁ ସତର୍କ କରିଛନ୍ତି। ପାନ, ଗୁଟୁଖା, ତମାଖୁ ବର୍ଜନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। #ActorSatyakiMisra
14
112
592
@ZeeOdisha
ZEE Odisha News
2 years
ସରକାରୀ ଚାକିରିଆଙ୍କ ଜୀବନ ଦୁର୍ବିସହ; ପରିବାର ଚଳେଇବା କାଠିକର ପାଠ #ZeeOdishaNews #BoudhNews #OdishaNews
94
611
526
@ZeeOdisha
ZEE Odisha News
2 years
It also highlights how #Netflix offered Rs 300Cr to #Ajith to the own the rights of #Valimai
6
297
529
@ZeeOdisha
ZEE Odisha News
2 years
ଅଜିତଙ୍କ Valimai ଫିଲ୍ମକୁ ଅପେକ୍ଷା କରିଥିବା ଦର୍ଶକଙ୍କ ପାଇଁ ବଡ଼ ଝଟକା #Valimai #AjithKumar #SouthFilm #Tollywood
3
234
529
@ZeeOdisha
ZEE Odisha News
2 years
ହେ ମହାବାହୁ ତୁମେ ହିଁ ଭରସା...ଏ ସଙ୍କଟରୁ ଆମ ରକ୍ଷା କର ଚକାଡ଼ୋଳା...
Tweet media one
7
19
521
@ZeeOdisha
ZEE Odisha News
5 years
ଲଣ୍ଡନର ବେନାମୀ ସମ୍ପତ୍ତି ଅଭିଯୋଗ ମାମଲାରେ ମୁହଁ ଖୋଲିଲେ @sambitswaraj : ଅପରାଧୀ ନମ୍ୱର ୧ ରାହୁଲ ଓ ଅପାରଧୀ ନମ୍ୱର ୨ ହେଲା ଜିଜା ।
19
53
470
@ZeeOdisha
ZEE Odisha News
1 month
କଣ କହୁଛି ଜନତା ଜନାର୍ଦ୍ଦନଙ୍କ ମତ? #Lekhashree #OdishaBJP #OdishaBJD
Tweet media one
326
21
511
@ZeeOdisha
ZEE Odisha News
19 days
ଆଶା ଦିଦି ହେବତ ଏମିତି ! #Reels #Odisha #AshaDidi
10
37
517
@ZeeOdisha
ZEE Odisha News
1 year
- ଏହି ଫଟୋରେ ଲୁଚିଥିବା ନମ୍ବର ଖୋଜିବାରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି - କେବଳ କ୍ଷୀପ୍ର ନଜର ଥିବା ବ୍ୟକ୍ତିମାନେ ଏହାକୁ ପାଇପାରୁଛନ୍ତି - ଆପଣ ପାଇଲେ କି ? #illusion #find #numbers #Odisha #OdishaNews #ZeeOdishaNews
Tweet media one
509
26
495
@ZeeOdisha
ZEE Odisha News
2 years
ପୂଜା ପୂର୍ବରୁ ସରକାରୀ ଚାକିରିଆଙ୍କୁ ଖୁସ୍ କରିଦେଲେ ସରକାର, କଣ୍ଟ୍ରାକଚୁଆଲଙ୍କ ପାଳି କେବେ ? #ZeeOdishaNews #ContractualJob #OdishaNews
104
502
443
@ZeeOdisha
ZEE Odisha News
2 years
ଠିକା କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଡାକରା, ମିଳିବ କି ଖୁସି ଖବର? #ContractualEmployeeProtest #OdishaNews #NewsUpdates
24
239
444
@ZeeOdisha
ZEE Odisha News
1 year
କହିପାରିବେ ୧୯୭୫ ମସିହାରେ ଗଣତନ୍ତ୍ର ଦିବସ ପ୍ୟାରେଡରେ ପୋଲିସ୍ କଣ୍ଟିଜେଣ୍ଟ୍ କୁ ଲିଡ କରୁଥିବା ଏଇ ମହିଳା IPSଙ୍କ ନାମ କ'ଣ ? #IPS #RepublicDay2023 #RepublicDayParade #Odisha #OdishaNews #ZeeOdishaNews
Tweet media one
34
10
436
@ZeeOdisha
ZEE Odisha News
1 year
#Trending ଯେମିତି Virat+Anushka=VIRUSHKA ସେମିତି KL Rahul+Athiya କୁ କଣ ନାଁ ଦେବେ ?? #Cricket #CricketTwitter #ViratKohli 𓃵 #AnushkaSharma #KLRahul #AthiyaShetty #SunielShetty #Odisha #Odishanews #ZeeOdishaNews
Tweet media one
176
6
426
@ZeeOdisha
ZEE Odisha News
1 year
କହିଲେ ଦେଖି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ହାତରେ ଥିବା ଟାଟୁ ର ଅର୍ଥ କଣ? #Puri #Intresting #Odisha
Tweet media one
32
7
417
@ZeeOdisha
ZEE Odisha News
2 years
କାଳିଆରେ ତୁ ହିଁ ସାହା ଭରସା...କୋଟି କୋଟି ଓଡ଼ିଆଙ୍କ ମଉଡମଣି ତୁ...ତୋରି କୃପାରୁ ଏ ସଙ୍କଟ ବି ଧିରେ ଧିରେ ଉଭେଇଯିବ...ତୋ ଅଗଣିତ ଭକ୍ତଙ୍କୁ ଏମିତି ଦୁଇବାହୁରେ ସୁରକ୍ଷିତ ରଖିଥା କାଳିଆ...
Tweet media one
1
11
404
@ZeeOdisha
ZEE Odisha News
2 years
ଭାରତୀୟ ନୌ ସେନାର ସେଲରଙ୍କ ସହିତ INS Visakhapatnamରେ ଦିନ ବିତାଉଛନ୍ତି ବଲିଉଡର ଭାଇଜାନ @BeingSalmanKhan #SalmanKhan #IndianNavy #ZeeOdishaNews
Tweet media one
Tweet media two
Tweet media three
Tweet media four
4
127
377
@ZeeOdisha
ZEE Odisha News
4 years
ବ୍ରହ୍ମପୁରରେ କୋଭିଡ ଗାଇଡଲାଇନର ଖୋଲାଖୋଲି ଉଲଙ୍ଘନ, ଦେଖନ୍ତୁ ଭିଡିଓ
63
34
393
@ZeeOdisha
ZEE Odisha News
2 years
#ଜୟ_ଜଗନ୍ନାଥ ସକାଳୁ ସକାଳୁ କରନ୍ତୁ ମହାବାହୁଙ୍କ ଦର୍ଶନ। #LordJagannath #Puri #ZeeOdisha
Tweet media one
9
9
388
@ZeeOdisha
ZEE Odisha News
2 years
#Surat #Pushpa ଶାଢୀର ମୁଦ୍ରିତ ନମୁନାର ଚିତ୍ର ସୋସିଆଲ ମିଡିଆରେ ପୋଷ୍ଟ କରାଯିବା ପରେ ସ୍ଥାନୀୟ ତଥା ବିଦେଶୀ ଟେକ୍ସଟାଇଲ ବ୍ୟବସାୟୀ ଡିଜାଇନ୍ ପସନ୍ଦ କରି ଅର୍ଡର ଦେବା ଆରମ୍ଭ କରିଛନ୍ତି | #PuspaSaree #Textile
3
171
372
@ZeeOdisha
ZEE Odisha News
2 years
ଶିକ୍ଷକ ନିଯୁକ୍ତି କରିବ ଷ୍ଟାଫ ସିଲେକ୍ସନ କମିସନ, ୭୫୪୦ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି #OSSC #OdishaNews #NewsUpdates
12
23
356
@ZeeOdisha
ZEE Odisha News
2 years
ଠିକା କର୍ମଚାରୀଙ୍କୁ ଆଶ୍ୱସ୍ତି...ଆଲୋଚନା ପରେ ଦାବି ପୂରଣ ନେଇ ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ #ContractualEmployeesProtest #OdishaNews #NewsUpdates
21
270
353
@ZeeOdisha
ZEE Odisha News
1 year
- ଏହି ଫଟୋରେ ଲୁଚିଥିବା ନମ୍ବର ଖୋଜିବାରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି - କେବଳ କ୍ଷୀପ୍ର ନଜର ଥିବା ବ୍ୟକ୍ତିମାନେ ଏହାକୁ ପାଇପାରୁଛନ୍ତି - ଆପଣ ପାଇଲେ କି ? #illusion #find #numbers #Odisha #OdishaNews
Tweet media one
205
11
340
@ZeeOdisha
ZEE Odisha News
1 year
ବର୍ଷ ୨୦୨୨: କେଉଁ ନେତା ଆପଣଙ୍କର ବହୁତ ପ୍ରିୟ ଓ କାହିଁକି? କମେଣ୍ଟରେ ଆପଣଙ୍କ ମତାମତ ଜଣାନ୍ତୁ #YearEnd2022 #OdishaPolitics #OdishaNews
Tweet media one
98
8
338
@ZeeOdisha
ZEE Odisha News
2 years
ଖୁସିରେ ନାଚୁଛନ୍ତି ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀ; ଚୁକ୍ତିଭିତ୍ତିକ ପ୍ରଥା ଉଠାଇଲେ ମୁଖ୍ୟମନ୍ତ୍ରୀ #AbolishedContractualSystem #NaveenPatnaik #OdishaCM
25
164
332
@ZeeOdisha
ZEE Odisha News
2 years
ପବିତ୍ର ମକର ସଂକ୍ରାନ୍ତି ଅବସରରେ ଦର୍ଶନ କରନ୍ତୁ ମହାବାହୁଙ୍କ ମକର ଚୌରାଅଶୀ ବେଶ। #MakarSankranti #LordJagannath #ZeeOdisha #Photo : @ArtistSuriya
Tweet media one
11
6
336
@ZeeOdisha
ZEE Odisha News
2 years
ଆଜି ପୌଷ ପୂର୍ଣ୍ଣିମାରେ ସକାଳୁ ସକାଳୁ ଦର୍ଶନ କରନ୍ତୁ ମହାପ୍ରଭୁଙ୍କ ସୁନାବେଶ। #ଜୟ_ଜଗନ୍ନାଥ #LordJagannath #SunaBesha ସୌ- @ArtistSuriya
Tweet media one
4
11
315
@ZeeOdisha
ZEE Odisha News
2 years
ଠିକା କର୍ମଚାରୀ ସଂଘଙ୍କୁ ରାଜ୍ୟ ମୁଖିଆଙ୍କ ଡ଼କରା; ସମସ୍ୟାର ହେବ ସମାଧାନ #AbolishContractual #OdishaNews #ContractualSystem #NaveenPatnaik
16
215
303
@ZeeOdisha
ZEE Odisha News
2 years
#ଜୟ_ଶ୍ରୀ_ରାମ ସକାଳୁ ���କାଳୁ କରନ୍ତୁ ପ୍ରଭୁ ଶ୍ରୀ ରାମଙ୍କ ଦର୍ଶନ। #jaisriram #GoodMorningTwitterWorld #ZeeOdisha Photo: @sudarsansand
Tweet media one
4
5
298
@ZeeOdisha
ZEE Odisha News
4 years
ପୁରୀରୁ ଦିଲ୍ଲୀ ପହଞ୍ଚିଲା ବଗଲା ଧର୍ମଶାଳା ମାମଲା... @JajatiKMohanty @sambitswaraj @Puri_Official
6
35
265
@ZeeOdisha
ZEE Odisha News
2 years
ଚାଲିଛି ମାର୍ଗଶିର ମାସ। ପ୍ରତିଟି ଓଡ଼ିଆଙ୍କ ଘରେ ପାଳନ ହେଉଛି ମାଣବସା ଗୁରୁବାର। ଆଜି ମାଣବସା ଗୁରୁବାରର ୩ୟ ପାଳି। ଏହି ଅବସରରେ ପୁରୀର ଚିତ୍ରଶିଳ୍ପୀ ସୂର୍ଯ୍ୟକାନ୍ତ ଆଙ୍କିଛନ୍ତି ସୁନ୍ଦର ଛବି। #ManabasaGurubara #LaxmiPurana #ZeeOdisha
Tweet media one
2
4
276
@ZeeOdisha
ZEE Odisha News
6 months
ବିମାନରେ ଓଡ଼ିଆରେ କମେଣ୍ଟ୍ରି କଲେ ପାଇଲଟ #Pilot #Reels #Flight
0
18
276
@ZeeOdisha
ZEE Odisha News
5 years
ବାଲୁକା କଳା ଚିତ୍ର ମାଧ୍ୟମରେ @akshaykumar ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ @sudarsansand , ସୁଦର୍ଶନଙ୍କୁ ଧନ୍ୟବାଦ ଜଣାଇଲେ ଅଭିନେତା ଅକ୍ଷୟକୁମାର ।
Tweet media one
5
5
264
@ZeeOdisha
ZEE Odisha News
1 year
ବର୍ଷ ୨୦୨୨: ଆପଣଙ୍କ ପ୍ରିୟ ଯୋଡ଼ି କିଏ...ମତାମତ କମେଣ୍ଟ ବକ୍ସରେ ଜଣାନ୍ତୁ #YearEnd2022 #2022memories #OdishaNews
Tweet media one
72
7
263
@ZeeOdisha
ZEE Odisha News
2 years
ତୁଳସୀ ପୂଜନ ଦିବସ ଅବସରରେ ସୂର୍ଯ୍ୟକାନ୍ତଙ୍କ ଡିଜିଟାଲ ଆର୍ଟ। #LordJagannath #tulasi #ZeeOdisha @ArtistSuriya
Tweet media one
3
6
252
@ZeeOdisha
ZEE Odisha News
2 months
ବିଜେଡିରୁ ଲୋକସଭା ଟିକେଟ ପାଇବା ପରେ ଅପରାଜିତାଙ୍କୁ କ'ଣ କହିଲେ ମନ୍ମଥ ? #ManmathRoutray #AparajitaSarangi #LoksabhaElection
17
10
262
@ZeeOdisha
ZEE Odisha News
2 years
ସକାଳୁ ସକାଳୁ ଦର୍ଶନ କରନ୍ତୁ ମହାବାହୁଙ୍କ ୭ମ ଅବତାର ପ୍ରଭୁ ଶ୍ରୀରାମଙ୍କୁ। #DigitalArt #JaiSriRam #JaiJagannath #ZeeOdishaNews Photo: @ArtistSuriya
Tweet media one
1
3
239
@ZeeOdisha
ZEE Odisha News
4 years
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ 'ଜନତା କର୍ଫ୍ୟୁ' ଓ 'ପାଞ୍ଚଟାରେ ପାଞ୍ଚ ମିନିଟ୍'କୁ ସମର୍ଥନ ଜଣାଇ ଅଞ୍ଚଳବାସୀଙ୍କୁ କ'ଣ ବାର୍ତ୍ତା ଦେଇଥିଲେ ଶୁଣନ୍ତୁ । #JantaCurfew #JantaCurfewMarch22 @pcsarangi
5
19
224
@ZeeOdisha
ZEE Odisha News
2 years
ପରଦାକୁ ଆସିବ ରଜନୀକାନ୍ତଙ୍କ ପରବର୍ତ୍ତୀ ଫିଲ୍ମ। ଡାଇରେକ୍ଟର ରଖିଲେ 'ଜେଲର' ଟାଇଟଲ। ରିଲିଜ ତାରିଖକୁ ଫ୍ୟାନ୍ସଙ୍କ ଅପେକ୍ଷା #Jailer #Rajnikanth #ZeeOdishaNews
Tweet media one
0
113
232
@ZeeOdisha
ZEE Odisha News
5 years
. @sudarsansand : Congratulations # #ViratKohli For Completing 20,000 International Runs. #CWC19
Tweet media one
1
7
224
@ZeeOdisha
ZEE Odisha News
2 years
ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ, ସରକାରୀ ଠିକା କର୍ମଚାରୀଙ୍କ ପାଇଁ ହୋଇପାରେ ବଡ଼ ଘୋଷଣା #CabinetMeeting #GovtOfOdisha #OdishaNews
56
151
208
@ZeeOdisha
ZEE Odisha News
10 months
ସରକାରୀ ଗାଡ଼ିରେ ଲାଗିନି ହାଇସିକ୍ୟୁରିଟି ନମ୍ବର ପ୍ଲେଟ, ଫାଇନ କାଟିବ କିଏ? #Reels #HighSecurityNumberPlate #Bhubaneswar
23
37
232
@ZeeOdisha
ZEE Odisha News
2 years
#ଜୟ_ଜଗନ୍ନାଥ ସକାଳୁ ସକାଳୁ କରନ୍ତୁ ଚକାନୟନଙ୍କ ଦର୍ଶନ | #JaiJagannath #ZeeOdisha
Tweet media one
4
9
225
@ZeeOdisha
ZEE Odisha News
2 years
Damdar-4, Contractual Employees: ସରକାରଙ୍କୁ ପ୍ରଶଂସା, ସନ୍ତୁଷ୍ଟ ଚୁକ୍ତିଭିତ୍ତିକ କର୍ମଚାରୀ #contractualemployees #odishanews #ZeeOdishaNews
17
112
221
@ZeeOdisha
ZEE Odisha News
1 year
'ଦମନ' ର ହିନ୍ଦି ଟ୍ରେଲର ଦେଖି ୱା ୱା କହୁଛନ୍ତି ବଲିଉଡ ସୁପରଷ୍ଟାର #DamanInHindi #DamanOdiaFilm @babushaansai #OllywoodNews #FilmDaman
8
18
216
@ZeeOdisha
ZEE Odisha News
2 years
#ଜୟ_ଜଗ���୍ନାଥ "ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ" #JaiJagannatha #LordJagannath #ZeeOdisha Photo: @ArtistSuriya
Tweet media one
5
6
217
@ZeeOdisha
ZEE Odisha News
4 years
#AnubhavBarshaConflict ଅନୁଭବ-ବର୍ଷାଙ୍କ ଘରୋଇ କଳିକୁ ନେଇ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ କହିଲେ 'ଏ ଅଲାଜୁକଙ୍କୁ ଗୋଟିଏ କୋଠରୀରେ ବନ୍ଦ କରି ଦିଅ, ଦୁଇ ଘଣ୍ଟା ରମ୍ପାରୁମ୍ପି ହୁଅନ୍ତୁ ପରେ ସବୁ ଠିକ୍ ହୋଇଯିବ...'
Tweet media one
22
8
206
@ZeeOdisha
ZEE Odisha News
2 years
ଆଜି ବିଦ୍ୟାଦାର୍ତ୍ତୀ ମା ବୀଣାପାଣି ବିଦ୍ୟା ପ୍ରଦାୟିନୀ ବାଗଦେବୀ ମା ସରସ୍ୱତୀଙ୍କ ପୂଜା, ଡିଜିଟାଲ ଆର୍ଟରେ କରନ୍ତୁ ଦେବୀଙ୍କ ଦର୍ଶନ। #BasantPanchami2022 #SaraswatiPuja #ZeeOdisha ସୌ- @ArtistSuriya
Tweet media one
4
5
203
@ZeeOdisha
ZEE Odisha News
2 years
ସକାଳୁ ସକାଳୁ କରନ୍ତୁ ମହାବାହୁଙ୍କ ଦର୍ଶନ। #JaiJagannath #LordJagannath #Puri #ZeeOdishaNews
Tweet media one
5
3
203
@ZeeOdisha
ZEE Odisha News
2 years
ସାଢ଼େ ୪ ମାସ ପରେ ଉଠିଲା । ୭ ଦିନରେ ୬ ଥର ବଢ଼ିଲା। କହିଲେ ଦେଖି ସେଟା କ'ଣ ? #ZeeOdishaNews #Opinion #IQTest
Tweet media one
57
9
204
@ZeeOdisha
ZEE Odisha News
2 years
OPSCର ପରୀକ୍ଷା ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ଶହଶହ ASO ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ #OPSCExam #ASOExam #OdishaNews #Bhubaneswar
9
67
201
@ZeeOdisha
ZEE Odisha News
5 years
. @pcsarangi : ରଘୁକୂଳ ରିତ ସଦା ଚଲି ଆଇ, ପ୍ରଣ ଯାଇ ପର ବଚନ ନଯାଇ... ସଂସଦରେ ଏଭଳି କିଛି ବିଷୟ ବସ୍ତୁ ଉପସ୍ଥାପନ କରି ସମସ୍ତଙ୍କୁ ଚକିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।
6
23
200
@ZeeOdisha
ZEE Odisha News
4 years
ପୁରୀ ରଥଯାତ୍ରା ପାଇଁ ସମ୍ମତି ଜଣାଇଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ବିନା ଭକ୍ତରେ, ବିନା ଗହଳିରେ ରଥଯାତ୍ରା କରିବାକୁ ଉଭୟ ସରକାରଙ୍କ ସମ୍ମତି ଦେଇଥିବା ସୂଚନା । ପୂରା ସାବଧାନତାର ସହ ରୀତିନୀତି ଓ ଯାତ୍ରା ପୂରା କରିବାକୁ ପ୍ରତିଶ୍ରୁତି । #RathaJatra #RathaJatra2020
Tweet media one
10
20
187
@ZeeOdisha
ZEE Odisha News
2 years
କେଡ଼େ ସୁନ୍ଦର ରାଇଜ ମୋର କେଡ଼େ ମିଠା ମୋ ଭାଷା |ଓଡ଼ିଶା ମୋ ଓଡ଼ିଶା। ସେଥିପାଇଁ ଗର୍ବରେ କହୁ ଆମେ ଖାଣ୍ଟି ଓଡ଼ିଆ। ଓଡ଼ିଶା ରାଜ୍ୟ ପ୍ରତିଷ୍ଠାର ମହାନ ଦିନ ଉତ୍କଳ ଦିବସ ଅବସରରେ ଆପଣମାନଙ୍କୁ ଜୀ ଓଡ଼ିଶା ନ୍ୟୁଜ ପରିବାର ତରଫରୁ ଶୁଭେଚ୍ଛା ଓ ଶୁଭକାମନା। #UtkalDivas #UtkalDibasa #Odisha #ZeeOdishaNews Photo: @ArtistSuriya
Tweet media one
2
7
198
@ZeeOdisha
ZEE Odisha News
2 years
#ମାଣବସା_ଗୁରୁବାର ଚାଲିଛି ମାର୍ଗଶିର ମାସ। ପ୍ରତିଟି ଓଡ଼ିଆଙ୍କ ଘରେ ପାଳନ ହେଉଛି ମାଣବସା ଗୁରୁବାର। ଏହି ଅବସରରେ ପୁରୀର ଚିତ୍ରଶିଳ୍ପୀ ସୂର୍ଯ୍ୟକାନ୍ତ ଆଙ୍କିଛନ୍ତି ସୁନ୍ଦର ଛବି। #ManabasaGurubara #LaxmiPurana #ZeeOdisha ଫଟୋ: SuRiyaKanta
Tweet media one
2
6
191
@ZeeOdisha
ZEE Odisha News
2 years
ଜୀ ଓଡ଼ିଶା ତରଫରୁ ଆପଣମାନଙ୍କୁ ଇଂରାଜୀ ନବବର୍ଷ ୨୦୨୨ର ଶୁଭେଚ୍ଛା ଓ ଶୁଭକାମନା। #HappyNewYear2022 #NewYear #ZeeOdisha @ArtistSuriya ଫଟୋ: ସୂର୍ଯ୍ୟକାନ୍ତ
Tweet media one
1
6
195
@ZeeOdisha
ZEE Odisha News
3 years
ସାବାସ #PriyankaBarwa #Bhubaneswar ଜାଭିୟର ଛକରେ ଦେଖିବାକୁ ମିଳିଲା ଏକ ସୁନ୍ଦର ଦୃଶ୍ୟ । ଦୁର୍ଘଟଣା ଗ୍ରସ୍ତ ମହିଳାଙ୍କ ପାଦ ଧରି ବ୍ୟାଣ୍ଡେଜ କଲେ ଟ୍ରାଫିକ କନେଷ୍ଟବଳ ପ୍ରିୟଙ୍କା ବରୱା । @DGPOdisha @CMO_Odisha @cpbbsrctc @BijayaKumarDas2 @DCP_TRAFFIC @SarangiSudhansu @JajatiKMohanty
Tweet media one
Tweet media two
8
11
191
@ZeeOdisha
ZEE Odisha News
2 years
ହସ୍ପିଟାଲରୁ ଆସିଲା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଶେଷ ଫଟୋ। #LataMangeshkarPassesAway #LataMangeshkarrip #ZeeOdisha
Tweet media one
0
7
185
@ZeeOdisha
ZEE Odisha News
2 years
୨୨ ଦିନ ପରେ ଭକ୍ତଙ୍କ ପାଇଁ ଖୋଲିଲା ଜଗା ଦୁଆର। ଏହାକୁ ଡିଜିଟାଲ ଚିତ୍ରର ରୂପ ଦେଇଛନ୍ତି ଯୁବ ଚିତ୍ରଶିଳ୍ପୀ ସୂର୍ଯ୍ୟକାନ୍ତ। #JagannathaPuri #ZeeOdisha @ArtistSuriya
Tweet media one
1
4
185
@ZeeOdisha
ZEE Odisha News
6 years
#JUSTIN | ତ୍ରିପୁରା ଅଗରତାଲାରେ ସ୍ଥାନୀୟ ଲୋକଙ୍କ ନିର୍ଯାତନାର ଶିକାର ଓଡ଼ିଆ ବିଏଡ଼ ଛାତ୍ରଛାତ୍ରୀ ଓ ଶିକ୍ଷକ । ଫସି ରହିଛନ୍ତି ୯୦ ଛାତ୍ରଛାତ୍ରୀ, ସୁରକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ କଲେ ଅନୁରୋଧ । @DGPOdisha @CMO_Odisha @Naveen_Odisha
19
54
176
@ZeeOdisha
ZEE Odisha News
2 years
ମଙ୍ଗଳବାର କରନ୍ତୁ ମହାପ୍ରଭୁ ଓ ମହାବୀରଙ୍କ ଦିବ୍ୟଦର୍ଶନ, ପବିତ୍ର ହେଇଯିବ ଆପଣଙ୍କ ଦୁଇ ନୟନ! #JaiHanuman #JaiJagannath #tuesdaymotivations ଫଟୋ ସୌଜନ୍ୟ: @ArtistSuriya
Tweet media one
3
5
187
@ZeeOdisha
ZEE Odisha News
2 years
ଯାଜପୁର ଜିଲ୍ଲା ବିଦ୍ୟାଧରପୁର ଠାରେ ଆରମ୍ଭ ହୋଇଥିବା ବିରଜା ବିଶ୍ୱ ରୁପା ମହାଯଜ୍ଞ ଓ ସନ୍ଥ ସମ୍ମିଳନୀ #Jajpur @ArtistSuriya #ZeeOdishaNews
Tweet media one
1
8
184
@ZeeOdisha
ZEE Odisha News
2 years
#ଓଁ_ନମଃ_ଶିବାୟ ଆଜି ସୋମବାର। ଭୋଳାଶଙ୍କରଙ୍କ ପ୍ରିୟବାର। ଏହି ଅବସରରେ ଦର୍ଶନ କରନ୍ତୁ ବାବା ଲଡୁକେଶ୍ବରଙ୍କୁ। #Ladubaba #OmNamahShivaya #Nayagarh #ZeeOdisha
Tweet media one
2
2
182
@ZeeOdisha
ZEE Odisha News
1 year
ନିକଟରେ କାହିଁକି ଚର୍ଚ୍ଚାରେ ଥିଲେ ଏହି ଓଡ଼ିଆ ଅଭିନେତ୍ରୀ ? କମେଣ୍ଟରେ ଜଣାନ୍ତୁ.. #Odisha #Ollywood #PrakrutiMishra #fans #Bhubaneswar #ZeeOdishaNews
Tweet media one
45
3
182