MoSarkar 5T Profile Banner
MoSarkar 5T Profile
MoSarkar 5T

@MoSarkar5T

165,432
Followers
20
Following
992
Media
1,371
Statuses

Official account of #Odisha Government's #MoSarkar initiative based on #5Ts of Teamwork, Technology, Transparency & Time for Transformation.

Odisha
Joined September 2019
Don't wanna be here? Send us removal request.
@MoSarkar5T
MoSarkar 5T
2 months
Strengthening financial inclusion of people in #Odisha , HCM Shri @Naveen_Odisha  launched CSP Plus #AmaBank  outlets in additional 2000 GPs to deliver banking services to last mile. Opening of the branches marks a pivotal step towards economic empowerment of people. #5T
70
23
103
@MoSarkar5T
MoSarkar 5T
2 months
ଜନସାଧାରଣ ଓ ସେବାୟତଙ୍କ ମତାମତ ଆଧାରରେ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ମା’ବରୁଣେଇଙ୍କ ପୀଠର ଜାରିରହିଛି ରୂପାନ୍ତରଣ I ଏହାର ସମୀକ୍ଷା କରିବାସହ ପର୍ଯ୍ୟଟକଙ୍କ ସୁବିଧା ଓ କାର୍ଯ୍ୟ ଗୁଣବତ୍ତାକୁ ଗୁରୁତ୍ଵ ଦେଇ ମନ୍ଦିର ଉନ୍ନୟନ କାମ ଶେଷ କରିବାକୁ #5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ ଅଧିକାରୀଙ୍କୁ କହିଛନ୍ତି I #NabinOdisha
Tweet media one
38
20
137
@MoSarkar5T
MoSarkar 5T
2 months
ଗମନାଗମନ ସେବାରେ ରୂପାନ୍ତରଣରୁ ଲୋକଙ୍କ ଆର୍ଥିକ ସମୃଦ୍ଧିର ପଥ ହେଉଛି ପ୍ରଶସ୍ତ I ବଲାଙ୍ଗିର, କେନ୍ଦୁଝର, ଖୋର୍ଦ୍ଧା, ବୌଦ୍ଧ ଓ କଟକବାସୀଙ୍କ ପାଇଁ ଲୋକାର୍ପିତ ହୋଇଛି ଫ୍ଲାଏ-ଓଭର, ରେଳ ଓଭରବ୍ରିଜ, ସେତୁ ଓ ରୂପାନ୍ତରିତ ଧାର୍ମିକ ପୀଠ I ଭିତ୍ତିଭୂମି ବିକାଶରେ ଲୋକ ମ���ାମତକୁ ଗୁରୁତ୍ଵ ଦେଇ ସାକାର ହେଉଛି ନୂଆ ଓଡ଼ିଶା ଗଠନ ସଙ୍କଳ୍ପ I #5T
Tweet media one
56
13
101
@MoSarkar5T
MoSarkar 5T
2 months
ସ୍ୱାସ୍ଥ୍ୟସେବା, ଡାକ୍ତରୀ ଶିକ୍ଷା ଓ ଗବେଷଣାରେ ବିଶ୍ଵସ୍ତରୀୟ ଅନୁଷ୍ଠାନ ଭାବେ ରୂପାନ୍ତରିତ ହେବ କଟକର ଏସସିବି ମେଡିକାଲ କଲେଜ I ହସ୍ପିଟାଲ ଉନ୍ନତିକୀକରଣ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା ସହ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି #5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ I #NabinOdisha
Tweet media one
20
9
55
@MoSarkar5T
MoSarkar 5T
2 months
ପାଠସହ କ୍ରୀଡ଼ା, ନୃତ୍ୟ ଓ ସଙ୍ଗୀତରେ ବି ଦକ୍ଷ ହୁଅ I କଟକ ଓ ଭୁବନେଶ୍ବରର ବିଭିନ୍ନ ମହାବିଦ୍ୟାଳୟରେ ‘ନୂଆ-ଓ ଛାତ୍ରବୃତ୍ତି’ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ #5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି I ଯୁବବର୍ଗଙ୍କୁ ପ୍ରୋତ୍ସାହନ ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା ବୋଲି ସେ କହିଛନ୍ତି I #NuaO
Tweet media one
22
5
44
@MoSarkar5T
MoSarkar 5T
2 months
ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଘୋଷଣା। ସମସ୍ତଙ୍କୁ ମିଳିବ ୧୫ଦିନ ସାମୟିକ ଓ ମହିଳାଙ୍କୁ ସବୈତନିକ ପ୍ରସୂତିକାଳୀନ ଛୁଟି ଏବଂ ଉପକୃତ ହେବେ ୩୩,୪୨୦ କର୍ମଚାରୀ। ଜିଲ୍ଲାଗସ୍ତ ବେଳେ #5T ସଚିବ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନଙ୍କୁ ଏନେଇ ମିଳିଥିଲା ପ୍ରସ୍ତାବ I #NabinOdisha
Tweet media one
41
21
176
@MoSarkar5T
MoSarkar 5T
2 months
#5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାବାସୀଙ୍କ ପ୍ରସ୍ତାବ ଗ୍ରହଣ କରିବାର ୨୪ ଘଣ୍ଟା ମଧ୍ୟରେ ପୂରଣ ହୋଇଛି ଲୋକଙ୍କ ନିବେଦନ I ‘ୱାନ ଡେ ଗଭର୍ନାନ୍ସ' ନୀତିରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଉଭୟ ଜିଲ୍ଲାର ୬୦୨ଟି ପ୍ରକଳ୍ପ ମଞ୍ଜୁର କରିବାସହ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି I #NabinOdisha
Tweet media one
60
21
127