Er.Sushree Sangita#ଜୟ⭕❕⭕ ଜଗନ୍ନାଥ Profile Banner
Er.Sushree Sangita#ଜୟ⭕❕⭕ ଜଗନ୍ନାଥ Profile
Er.Sushree Sangita#ଜୟ⭕❕⭕ ଜଗନ୍ନାଥ

@SangitaSethy

15,100
Followers
635
Following
5,419
Media
87,165
Statuses

ଗୋଟେ ପରିଚୟ ମୁଁ ଓଡ଼ିଆ। ମୋ ଜଗନ୍ନାଥ ମୋ ପରିଚୟ। ମତ ସମ୍ପୂର୍ଣ୍ଣ ବ୍ୟକ୍ତିଗତ। ଜୟ ମା ବିରଜା ।🇮🇳 Born to win.💪

ଯାଜପୁର, ବିରଜାକ୍ଷେତ୍ର ।
Joined November 2018
Don't wanna be here? Send us removal request.
Pinned Tweet
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
4 years
ମୁଁ ଓଡ଼ିଆ । This song is written by me and also composed by me... Please watch and give your valuable comment ... Thank you ...🙏🙏🙏🙏
224
45
1K
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
10 months
ମା ବିରଜାଙ୍କୁ ସାକ୍ଷୀ ରଖି ଆମେ ଦୁହେଁ ଏବେ ଜୀବନସାଥି ହେବାକୁ ଶପଥ ନେଲୁ ଦୁଇ ପରିବାରଙ୍କ ପରାମର୍ଶ ଆଉ ଇଚ୍ଛାରେ! 😊 🙏 #ନିର୍ବନ୍ଧ
Tweet media one
166
14
993
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
1 year
ଏ ଦୃଶ୍ୟ ଆଉ ମିଳୁନି। #ସ୍ମୃତି।
55
79
845
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
1 year
Finally my earned home! Allotted quarter! 🥰🥰🥰
Tweet media one
74
9
688
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
1 year
A masterpiece ! ❤️ ତୁମେ ଉଚ୍ଛୁଳା ନଦୀର ଜହ୍ନ!
24
65
659
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
ଆଜି ଯାଜପୁର ଗର୍ବିତ ଆପଣଙ୍କ ପାଇଁ ମଉସା। 🙏💐 ଆପଣ ପ୍ରେରଣା ଏ ସମାଜ ପାଇଁ। ରାଷ୍ଟ୍ରପତି ଆଶୀର୍ବାଦ ନେଉଥିବାର ଦୃଶ୍ୟ ଆହୁରି ମନ ମୋହିନେଉଛି। 🥰🙏
Tweet media one
10
27
551
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
4 years
ମୋ ଓଡ଼ିଶା ଠୁ ସୁନ୍ଦର ବିଶ୍ଵ ରେ କିଛି ନାହିଁ । #kalijai -island #କାଳିଜାଈ #ବନ୍ଦେଉତ୍କଳଜନନୀ
Tweet media one
30
28
543
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
5 months
The most important day of life! #Justmarried ❤️
Tweet media one
Tweet media two
113
8
533
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
4 years
ମୋ ଜେଜେ ମୋ ଅଫିସ୍ ରେ ,ମୋ ଚେୟାର ରେ । ଛୋଟ ବେଳେ ମୁଁ ତାଙ୍କ ସହ ସାଇକେଲ ରେ ବସି ତାଙ୍କ ସ୍କୁଲ୍ କୁ ବୁଲିବାକୁ ଯାଉଥିଲି । ଏବେ ଓଲଟା ହେଇଯାଇଛି। ସେ ମୋ ଅଫିସ୍ କୁ ବୁଲିବାକୁ ଯାଉଛନ୍ତି ।😊😊😊😊
Tweet media one
43
3
526
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
8 months
ପ୍ରଥମେ ଭାବିଲି ଝିଅଟି ଡରି ଯାଇଛି କିନ୍ତୁ ତାପରେ.... ପୁରା ଧୂଆଁ ଉଡ଼େଇ ଦେଲା!🔥🔥🔥👌🏻👌🏻👌🏻
16
33
519
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
5 months
ଓଡ଼ିଆ ବାହାଘର
Tweet media one
60
12
505
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
4 years
1st Day in my new office...😊
Tweet media one
77
6
485
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
ମୋ ଜଗା ପାଖରେ ମୁଁ ଆଜି। 🥰🥰🥰🥰 ଜୟ ଜଗନ୍ନାଥ। ❤️🙏
Tweet media one
31
4
485
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
4 years
ଲକ୍ଷ୍ୟ ପଥ ଯୁକ୍ତ ଦୁଇ ପଢ଼ା ସରିଲା ମୋର ଶୈଳବାଳା ମହିଳା କଲେଜ, କଟକ ରେ |   ତା ପରେ ଇଞ୍ଜିନିୟରିଂ ଛାତ୍ରୀ ଭାବେ ମୁଁ କୃପାଜଳ ଇଞ୍ଜିନିୟରିଂ  କଲେଜ ରେ ନାମ ଲେଖେଇଲି | ମୋ ମା ଜଣେ ପ୍ରାଥମିକ ସ୍କୁଲ ଶିକ୍ଷୟତ୍ରୀ  |  ବାପା ଜଣେ କୃଷକ |  ଆମେ ଭାଇ ଭଉଣୀ ମିଶି ୩ ଜଣ | ୨ ଭଉଣୀ ଏବଂ ଗୋଟେ ଭାଇ |  ଭାଇ ସବୁଠୁ ସାନ ଓ ମୁଁ ସବୁଠୁ ବଡ |
119
7
483
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
3 years
ମୋ ବୋଉ ସ୍କୁଲ୍ ରେ ପ୍ରଧାନ ଶିକ୍ଷୟିତ୍ରୀ । ଆଉ ତା ରୋଜଗାରରେ ଆମେ ପାଞ୍ଚ ପ୍ରାଣୀ ଚଳୁ। ସକାଳୁ ଆମ ପାଇଁ ରୋଷେଇ କରି ଯାଏ। ସ୍କୁଲ୍ ରୁ ଆସି ଟିକେ ବିଶ୍ରାମ,ପୁଣି ରୋଷେଇ ରେ ଲାଗିପଡେ। ବେଳେ ଆମେ ଅଭିଯୋଗ ବି କରୁ ଆମ ପାଇଁ ଭଲ ଖାଇବା ବାନୋଉନୁ।ସବୁବେଳେ ସେଇ ସାଧାରଣ ଖାଇବା। ହସି ଦେଇ କହେ, ସମୟ ନାହିଁ ମା।କେତେବେଳେ କରିବି? #ମାତୃଶକ୍ତି
Tweet media one
55
11
472
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
💛💛💛 ହଳଦୀବସନ୍ତ। 😄😄😄😄
Tweet media one
68
5
472
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
Let's get lost in nature! 💚🖤❤️
Tweet media one
31
2
454
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
ରଜ ସଂକ୍ରାନ୍ତିର ଶୁଭେଚ୍ଛା। 💐🙏
Tweet media one
39
4
445
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
3 years
😊😊😊
Tweet media one
47
4
408
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
10 months
🥰🥰🥰🥰
Tweet media one
43
1
413
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
😊😊😊😊
Tweet media one
44
1
404
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
More power to you @AprajitaSarangi mam! 🙏🙏🙏 ଜୟ ଜଗନ୍ନାଥ। 🙏❤️ #SaveJagannathTemple #SaveSriMandira
Tweet media one
27
29
406
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
Tears rolled down! ସ୍ଵାଭିମାନୀ! ପ୍ରଣାମ ମା। ❤️🙏 From - whatsapp
36
46
402
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
3 years
ଜନ୍ମ ଦିବସରେ ବାବା ଙ୍କ ଆଶୀର୍ବାଦ ଭିକ୍ଷା। 🙏
Tweet media one
117
5
337
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
Birthday look! Special Thanks to @SUBHADARSINIDE3 for making my day! ❤️ ମହାବିନାୟକ, ଯାଜପୁର। Planning - Subhadarsini ...
Tweet media one
100
1
377
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
ସକାଳର ଖୁସି। ବାପା ବିଲରୁ ନେଇକି ଆସିଲେ। 🥰🥰🥰🥰🥰🥰
Tweet media one
20
7
377
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
1 year
ବନ୍ଦେ ଉତ୍କଳ ଜନନୀ! ❤️🙏 #ShreyaGhoshal mam Thank you ! ❤️🙏 May Lord Jagannath Bless you ! Goosebumps moment! From - Facebook!
19
67
382
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
ମୁଁ ଯେତେବେଳେ "ପୁଷ୍ପା" ଦେଖିଲି ପ୍ରଥମେ ମୋ ମନକୁ ଏଇଆ ଆସିଲା, ପ୍ରକୃତରେ କଣ ଏ ଫିଲ୍ମ୍ ରେ ଭଲ ଜିନିଷ ଦେଖାଯାଇଛି? ଗଛ କାଟିବା ଆଉ କାଠ ଚୋରିକୁ ପ୍ରମୋଟ କରାଯାଇଛି। ଆଉ ଗୋଟେ ଚୋର ଚୋରି କରି ଭାଉ ଦେଖୋଉଛି ପୋଲିସକୁ ଭୁଆଁ ବୁଲୋଉଛି। ଇଏ ତ କେବେବି ଶିକ୍ଷଣୀୟ ହେଲାନି। କିଛି ଭୁଲ୍ କହିଥିଲେ କ୍ଷମା କରିବେ। ମୋ ମନକୁ କିନ୍ତୁ ଏଇଆ ଆସୁଛି।
59
5
374
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
9 months
😂😂😂😂😂😂 ବିଲାତି ପାଇଁ କୋର୍ଟ ଦ୍ବାରସ୍ଥ! ମାନିବାକୁ ପଡ଼ିବ ଭିଡ଼ିଓ କରିଥିବା ଲୋକକୁ। 👏👏👏👏👏
17
32
376
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
4 months
ଜୟ ଜଗନ୍ନାଥ ❤️🙏😇
Tweet media one
33
1
372
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
11 months
କୋଉଥିରେ କାଲି ଗାଧେଇବୁ ଜଗା? ଲୋକଙ୍କ ହୃଦୟଫଟା ଲୁହରେ? ପୁଅକୁ ହରେଇଥିବା ବାପାର କୋହରେ? କାହିଁକି ଏମିତି ସବୁ ନିରୀହ ଜୀବନ ଗଲା? ଟିକେ ଦୟା କଲୁନି କାହିଁକି? 😭🙏
24
23
366
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
Odia Rocks! All the best ! What a voice ! Jai Odisha! Jai Jagannatha!❤️🙏
16
26
365
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
3 years
😊😊😊
Tweet media one
34
4
352
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
Jai Hind 🇮🇳
Tweet media one
22
0
348
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
4 years
ବୋଉ।❤️🇮🇳
Tweet media one
20
5
344
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
1 year
Jai Jagannatha! 🙏🙏
11
22
341
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
11 months
Drop a picture of Jagannath prabhu from your gallery 🙏 #Myphotography
Tweet media one
@Kaibalyahere
Kaibalya Nayak
11 months
Drop a picture of Jagannath prabhu from your gallery 🙏
Tweet media one
10
8
254
25
11
330
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
Blue ! 💙
Tweet media one
27
1
323
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
1 year
ଜନ୍ମଦିନରେ ଜଗା ଡାକିଥିଲା ତା ପାଖକୁ। ଧନ୍ୟବାଦ ଜଗା। ❤️🙏🥰🥰🥰
Tweet media one
59
3
321
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
10 months
😊😊😊😊 ଜୀବନ କୌଣସି ଚଳଚ୍ଚିତ୍ରଠୁ କମ ନୁହେଁ। ଦୁଇ ବାଲ୍ୟବନ୍ଧୁ ଜୀବନସାଥୀ ହେବୁ ବୋଲି କେବେ ଆମେ ଦୁଇଜଣ ସ୍ୱପ୍ନରେ ବି ଭାବିନଥିଲୁ। ଆଖି ଆଗରେ ଥିବା ବହିକୁ ପଢ଼ିହୁଏନା। ସତରେ!
Tweet media one
@SUBHADARSINIDE3
SUBHADARSINI DEO
10 months
Congratulations.... @SangitaSethy #next chapter in life
Tweet media one
Tweet media two
Tweet media three
Tweet media four
4
2
121
85
3
329
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
ପହିଲି ରଜର ଶୁଭେଚ୍ଛା। 🥰
Tweet media one
38
1
318
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
4 months
#ନୂଆବୋହୂ #Odia 🥰
Tweet media one
35
4
318
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
ତୃପ୍ତିଙ୍କୁ ଯୁବପିଢୀ ଆଦର୍ଶ ମାନନ୍ତୁ। ଯିଏ ଜଣେ ସ୍ଵାଧୀନ ନାରୀ ହେଇ ବି ଛାଡ଼ପତ୍ର ନୁହେଁ ନିଜ ସ୍ବାମୀଙ୍କୁ ଠିକ୍ ବାଟକୁ ଆଣିବାକୁ ଚେଷ୍ଟା କରିଛନ୍ତି । ଆଉ କୋଉ ଝିଅ ହେଇଥିଲେ ମୁଁ ତ ଚାକିରୀ କରିଛି ସେ ଯାଉ ତା ବାଟରେ ମୁଁ ମୋ ବାଟରେ କହିଥାନ୍ତା। କିନ୍ତୁ ସେ ଏପରି ନକରି ସମାଜକୁ ବାର୍ତ୍ତା ଦେଇଛନ୍ତି ବିବାହ ଖେଳଘର ନୁହେଁ। 👏
29
12
306
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
🥰😊
Tweet media one
32
2
307
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
4 years
ମୋର ଶପଥ ଏଇଟା ମୁଁ କେବେ twitter କୁ ଅଳିଆ କରିବାକୁ ଚେଷ୍ଟା କରିବିନି । ସବୁବେଳେ ଏମିତି କିଛି ବାର୍ତ୍ତା ନେଇକି ଆସିବି ଯାହା ସମସ୍ତଙ୍କୁ ଖୁସି , ଶିକ୍ଷା ଏବଂ ଏକ ସୁନ୍ଦର ଅନୁଭୂତି ଦେବ । ଧନ୍ୟବାଦ୍ । 🙏😊
37
3
307
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
Art by my little sister! ❤️
Tweet media one
45
6
295
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
11 months
ପାଗଳପଣ/Madness /ଜଗାପ୍ରେମୀ ! ହରିବୋଲ। 🙏 #Mayurbhanj #JaiJagannatha From- Insta
18
15
299
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
3 years
Engagement ceremony... ❤️
Tweet media one
35
3
292
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
10 months
After edit !😊😊😊 #ଗୋପାଳପୁର_ପାଟ #ଟସର_ସିଲ୍କ #ହସ୍ତତନ୍ତ #ଯାଜପୁର
Tweet media one
18
2
294
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
5 months
❤️😍 ଛୁଆବେଳୁ ଆଜିଯାଏଁ ସାଙ୍ଗକରି ରଖିଥିବାରୁ ଈଶ୍ୱରଙ୍କୁ ଅଶେଷ ଧନ୍ୟବାଦ!😇🙏
Tweet media one
27
2
290
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
4 years
ମୋ ସାନ ଭାଇ ଗଣେଶ ଙ୍କ ମୂର୍ତ୍ତି ତିଆରି ରେ ଲାଗିଛି ।
Tweet media one
27
0
290
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
4 months
ଶାଶୁ ମା ବି ମା:- ବାଢ଼ି ଦେଇ ଡାକିଲେ ,ଚାକିରୀ କରିଛୁ କୋଉ କରିକି ଖାଇ ପାରୁଥିବୁ। ଘରକୁ ଆସିଛୁ ମନଭରି ଖା! ସମସ୍ତଙ୍କୁ ଏମିତି ଶାଶୁ ମା ମିଳୁ , ବୋହୂ ଖୁସିରେ ଖୁସିରେ ଶାଶୁ ମାଙ୍କ ସେବା କରୁ ନିଜ ମା ଭାବି। ଈଶ୍ୱର ଯଦି ଭେଟ ହୁଅନ୍ତି ତାଙ୍କ ପାଦ ଧରି ସେବା କରନ୍ତି। ଏମିତି ଭାଗ୍ୟ ସବୁ ଝିଅଙ୍କୁ ଦିଅନ୍ତୁ ପ୍ରାର୍ଥନା। 🙏😇
Tweet media one
10
5
287
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
22 days
Please make this song #viral ! ମୁଁ ଓଡ଼ିଆ ଭାଷା। ରଚନା- ଶୁଭ୍ରାଂଶୁ ପଣ୍ଡା ଗାୟକ- ଅଭିଜିତ ମିଶ୍ର।
3
66
294
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
3 years
Marriage party look... Blue returns... 😄😄😄
Tweet media one
52
2
278
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
🙏🙏🙏 Lord of Universe!❤️🙏
Tweet media one
8
3
272
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
4 years
କପିଳାସ । ଓଡ଼ିଶା ପ୍ରାକୃତିକ ସୌନ୍ଦର୍ଯ୍ୟ ର ଗନ୍ତା ଘର । ମୁଁ ପ୍ରଥମ ଥର ପାଇଁ ୧୩୫୨ ପାହାଚ ଚଢ଼ିକି ଗଲି କପିଳାସ , ଗୋଟେ ବୁନ୍ଦା ପାଣି ବି ପିଇନି ବାଟରେ, କୋଉଠି ବାଟରେ ବସିନି । ମନ୍ଦିର ପାଖରେ ପହଞ୍ଚିଲା ପରେ ପାଣି ପିଇ ଥିଲି। 😊😊😊
Tweet media one
36
1
271
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
3 years
ଜହ୍ନ ସହ ସେଲଫି। ❤️ #selfie
Tweet media one
22
2
270
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
11 months
ପହିଲି ରଜ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। 💐 #ଓଡ଼ିଆ_ଝିଅ
Tweet media one
30
3
269
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
10 months
ଯେତେ ପନିପରିବା ମୂଲ୍ୟ ବଢ଼ିବ ବଢ଼ିଆ , ଅନ୍ତତଃ ଚାଷୀମାନେ ଉପକୃତ ହୁଅନ୍ତୁ। ବହୁତ୍ କଷ୍ଟ ସହୁଛନ୍ତି। ସୁନା , ଡ୍ରେସ୍ ଦର ବଢ଼ିଲେ ତ ଆମେ ପୁଣି ଚଢ଼ା ଦରରେ କିଣୁଛେ। ଯୋଉଟା ଅତି କଷ୍ଟ କରି ଫଳା ଯାଉଛି ତାର ମୂଲ୍ୟ କାହିଁକି କମ୍ ହେବ? ଲୋକ ବୁଝନ୍ତୁ କଷ୍ଟର ମୂଲ୍ୟ ବି ଅଛି।
71
14
268
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
23 days
ପ୍ରଥମ ବିମାନ ଯାତ୍ରା! ✈️
Tweet media one
32
0
273
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
3 years
ଭୁବନେଶ୍ୱର କୋଉ ଜିଲ୍ଲାରେ ଯାଏ? Ans- କଟକ ଭାରତ ର ପ୍ରଧାନମନ୍ତ୍ରୀ କିଏ ? Ans- ନବୀନ ପଟ୍ଟନାୟକ। ଭାରତ କୁ ଲାଗି କେତୋଟି ଦେଶର ନାଁ ? Ans- ପାକିସ୍ଥାନ , ଝାରଖଣ୍ଡ, ଗୋଆ, ତାମିଲନାଡୁ ଓଡ଼ିଶାର ଜଣେ ବୈଜ୍ଞାନିକ ଙ୍କ ନାମ। Ans- ଆଇନଷ୍ଟାଇନ 🤭 ଏଇ ସବୁ ଉତ୍ତର ଗୁଡ଼ିକ ଆମ ମହାନ୍ ରଜ କୁଇନ୍ ମାନଙ୍କର। 😂😂😂😂 #ରଜକୁଇନ
67
12
262
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
3 years
Contractual employee name changed as initial Appointee....🤣🤣🤣 From - Facebook
Tweet media one
30
13
260
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
3 months
ତୁମ ସୁନ୍ଦର୍ ଦୁନିଆକୁ ହାତଧରି ବାଟ କଡ଼େଇ ନେଇଥିବାରୁ ଧନ୍ୟବାଦ। ଏତେ ସୁନ୍ଦର ପରିବାରଟିଏ ପାଇବି ବୋଲି ସ୍ୱପ୍ନରେ ଭାବିନଥିଲି ଯୋଉଠି ସ୍ନେହର ଆଧାରରେ ଜୀବନ ଚାଲେ! ଯୋଉଠି ପ୍ରଥମ ଦିନରୁ କୋଳେଇ ନିଅନ୍ତି ସଭିଏଁ ସ୍ନେହର ଫୁଲ ଢ଼ାଳି! ଯୋଉଠି ପୁଣି ମତେ ଆଭାସ ହୁଏ ପରିବାର ହିଁ ଶକ୍ତି! All I can say thank you ❤️
Tweet media one
19
4
264
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
ଅଳ୍ପ ବୟସରେ ଭୁଲ୍ ମଣିଷ ସହ ବିବାହ କରି ସାରା ଜୀବନ ପସ୍ତେଇବାଠୁ, ବିଳମ୍ବରେ ଉଚିତ୍ ମଣିଷ ସହ ବିବାହ କରି ବାକି ଜୀବନ ଖୁସିରେ କାଟିବା ଭଲ। 😊 ~ଶୋଭନା ମିଶ୍ର। (ମୋ ସିନିୟର୍ ଦିଦି)
45
5
256
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
3 years
Tweet media one
22
2
262
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
3 months
Sonu Nigam ❤️🙏 Jai Jagannatha ❤️🙏। କେତେ ପ୍ରାଞ୍ଜଳ ଭାବେ ଗାଇଛନ୍ତି 🙏
13
24
265
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
#କୁମାର_ପୂର୍ଣ୍ଣିମା Festive look! ❤️
Tweet media one
21
4
255
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
4 years
ପଞ୍ଚଲିଙ୍ଗେଶ୍ଵର । #Balesorememory 😊😊😊
Tweet media one
Tweet media two
16
2
258
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
3 years
ଅଫିସ୍ ଯିବା ବେଳେ ମନ ମୁଗ୍ଧକର ଦୃଶ୍ୟ। ❤️ #ଜାରକା #ଯାଜପୁର। ❤️
Tweet media one
18
3
255
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
4 years
ଏଇ ଜାଗା ର ନାମ କୁହନ୍ତୁ । #Askodisha
Tweet media one
60
3
256
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
5 months
ରୀତିନୀତି, ବିଧି ଯାହା ଦୁଇଜଣଙ୍କୁ ବାନ୍ଧେ ସାରା ଜୀବନ ପାଇଁ ❤️ #ଓଡିଆ_ବାହାଘର
Tweet media one
Tweet media two
Tweet media three
24
2
258
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
5 months
🥰🥰 #ବଡ଼ଘାଘରା #କେଉଁଝର
Tweet media one
21
0
250
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
3 years
ଜୟ ଜଗନ୍ନାଥ। ❤️🙏
Tweet media one
48
4
251
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
Jagannath Dham! ❤️ My photography! #Lord_Jagannatha #Puri
Tweet media one
6
2
258
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
3 months
ବନ୍ଦେ ଉତ୍କଳ ଜନନୀ ❤️🙏
Tweet media one
3
2
250
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
ପୂଜା ବୁଲା। 😊😊😊 #Durgapuja2022
Tweet media one
12
0
242
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
3 years
Birthday celebration.... 😊😊😊
Tweet media one
Tweet media two
Tweet media three
Tweet media four
44
4
224
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
3 years
ଉଚ୍ଚଶିକ୍ଷିତ ପିଲାଟେ ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରି ସରକାରୀ ଚାକିରୀଟେ ଯେତେବେଳେ ପାଏ ,ଘରେ ସାହିପଡ଼ିଶା ରେ ଖୁସିର ଲହରୀ ଖେଳିଯାଏ।କିନ୍ତୁ ଯେତେବେଳେ ସେ ଜାଣିବାକୁ ପାଏ ତା ପରିଶ୍ରମର ମୂଲ୍ୟ ଗ୍ରୁପ୍- ସି ରେ ୮୮୮୦/- ଟଙ୍କା ଏବଂ ଗ୍ରୁପ୍- ବିରେ ୧୬୫୦୦/- ୬ ବର୍ଷ ଚୁକ୍ତଭିତ୍ତିକ ନିଜ ଆତ୍ମସମ୍ମାନକୁ ଚୋଟ ପହଞ୍ଚେ। ୟାଠୁ ଦୁଃଖ କଣ!
42
17
242
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
4 years
ମହାମାରୀ ର ଦୁର୍ଦ୍ଦାନ୍ତ ସମୟେ ଦେବଦୂତ ପ୍ରାୟ ସାଜି , କୋଟି ଓଡ଼ିଆ ଙ୍କ ପ୍ରାଣ ସାଜିଛ ଉତ୍କଳ ମାଟି ହସେ ଆଜି । ନା ମହାମାରୀ ସାଜିଛି ବାଧକ ତୁମର କର୍ମ ପଥେ, ବିଷର୍ଣ୍ଣ ମୁହଁ ରେ ହସ ଫୁଟାଇ କୋଳାଇ ନେଇଛ ହାତେ । କେତେ ଓଡ଼ିଆଙ୍କୁ ପର ରାଇଜ ରୁ ନିଜ ମାଟିକୁ ଫେରାଇ , ଦେଇଛ ମଣିଷପଣିଆ ର ବାର୍ତ୍ତା ଧନ୍ୟ ଆଜି ଉତ୍କଳ ଭୂଇଁ। 🙏🙏
Tweet media one
5
8
242
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
4 years
ଆମେ ଓଡ଼ିଆ ଛାଡିବୁନି । ଆମ କାଳିଆ ରଥରେ ବସିବ ମାନେ ବସିବ । #wewantRathajatra #ଜୟଜଗନ୍ନାଥ
34
23
241
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
3 years
ବିଷ ଟିକେ କିଏ ଦିଅ ! 🤦🤦🤦🤦 #ରଜକୁଇନ
71
19
234
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
5 months
All credit goes to Paridapixel photography!❤️🥰
Tweet media one
11
3
235
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
Young generation must learn how a song should be! Which type of songs you must choose to sing ! And we want these type of songs ! ୮୫ ବର୍ଷରେ ଗୀତ ଗାଇ ସେ ଜଣେଇ ଦେଇଛନ୍ତି ଗୀତକୁ ସେ କେତେ ଭଲପାଆନ୍ତି। ଆପଣଙ୍କୁ ଏ ଓଡ଼ିଆ କେବେ ଭୁଲିବନି। ଆମ ହୃଦୟରେ ସବୁବେଳେ ଆପଣ ରହିବେ। ପ୍ରଣାମ ହେ ସଙ୍ଗୀତ ସାଧକ। ❤️🙏
17
30
238
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
3 years
ତମେ ଆଉ ଘରୁ ବାହାରନି , ଝିଅମାନେ ମାତିଛନ୍ତି। ଜୀବନ ପ୍ରତି ବିପଦ। 🤦‍♀️
Tweet media one
12
1
233
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
Heartiest congratulations ! Be happy always! ଦିଦି ରୁ ଭାଉଜ ହେଲେ ଆପଣ। ❤️🙏 Congratulations both of you! @SubratSkp @psagarika321
Tweet media one
14
1
228
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
4 years
ମୋ ପ୍ରିୟ ସ୍ଥାନ । କେଦାରଗୌରୀ ମନ୍ଦିର, ଭୁବନେଶ୍ୱର।❤️❤️❤️❤️❤️🙏🙏🙏🙏
Tweet media one
14
5
231
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
ଜଣେ ଷ୍ଟାଫ୍ ଙ୍କ ପ୍ରସ୍ତାବ ଭାଙ୍ଗିଗଲା ପୁଅ ମନାକଲା ଝିଅ ଝିଅ ଠିକା କର୍ମଚାରୀ ପାଇଁ। ଯୋଉଦିନ ରେଗୁଲାର ହେଲେ ବୋଲି ସେ ଶୁଣିଲେ ଟିଭିରେ ପୁଣିଥରେ ଫୋନ୍ କରିଛନ୍ତି ବାହାଘର ପାଇଁ! ପୁଅ ନିଜେ ୪୦ ହଜାର ପାଉଛି! କଣ କହିବେ ଏମିତି ଲୋକଙ୍କୁ?ଝିଅ ତ ଛ ବର୍ଷ ପରେ ରେଗୁଲାର ଏମିତିରେ ହେଇଥାନ୍ତା!ଏତେ ଲୋଭ ଲୋକଙ୍କର? ମୋ ଷ୍ଟାଫ୍ ମନା କରିଦେଲେ।
33
4
234
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
3 years
ଥରେ ରାଜାରାଣୀ ଯାଇଥିଲି ସେଠି ବୋଧେ ସୁଟିଂ ଚାଲିଥିଲା କି କଣ ବହୁତ୍ ସାରା ମାଠିଆ ପଡ଼ିଥିଲା। ଫୋଟୋ ଉଠେଇବାର ସୁଯୋଗ ଆଉ କଣ ଛାଡିଥାନ୍ତି କି? 😃😃😃😃 #ମାଠିଆଟୁଇଟର
Tweet media one
17
2
224
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
3 years
ମା। ❤️🙏
Tweet media one
18
0
233
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
ସ୍ମୃତି। ହୁମା , ସମ୍ବଲପୁର। 😊😊
Tweet media one
20
1
225
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
1 year
ଓଃ କି ଗରମ! ଚାଲରେ ଗାଧେଇବା!
7
11
231
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
4 years
ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଶାଢ଼ୀ ପିନ୍ଧିଥିଲି । #ବନ୍ଦେଉତ୍କଳଜନନୀ
Tweet media one
Tweet media two
33
3
228
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
ଆମ ଦୂରଦର୍ଶନ ! ସୁନ୍ଦର୍ ସମୟ! ❤️
3
26
231
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
ମୁଣ୍ଡ ବିନ୍ଧିକି ଫଟେଇଲାଣି। ଘରେ ଆସିକି ବୋଉ ତୁ ବାଢ଼େ ଆଉ ଚା କରନି ଖାଇକି ଶୋଇବି। ଏତିକି ବେଳେ ଜବରଦସ୍ତି ଟାଣି କି କେକ୍ କଟା। ଏମିତି ମୁହଁ ହିଁ ହେବ। 🤦‍♀️ ମୋ ଭାଇ ଆଉ @SUBHADARSINIDE3 ର କାମ ଇଏ। ଜବରଦସ୍ତି କେକ କଟେଇଛନ୍ତି ମତେ। 😭
Tweet media one
43
0
224
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
1 year
ଏଇ ଆଙ୍କର ଙ୍କ ଉପସ୍ଥାପନା ଶୈଳୀ ଚମତ୍କାର! ପ୍ରଥମ ଥର ୟାଙ୍କୁ ଦେଖିଲି। 👏👏👏👌🏻👌🏻👌🏻
@otvkhabar
ଓଟିଭି
1 year
ହକି ବିଶ୍ୱକପ ଉଦଘାଟନୀ: ଆଦିବାସୀ ନୃତ୍ୟରେ କମ୍ପୁଛି ବାରବାଟୀ... #ବିଶ୍ୱକପ_ହକି #FIH #hockeyworldcup2023 #Cuttack #BarabatiStadium #vocaldance #Odisha #OTV
6
23
206
15
6
228
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
3 years
😊😊😊😊😊
Tweet media one
Tweet media two
Tweet media three
Tweet media four
22
1
220
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
2 years
କାଳିଆ ବୋଦା। 🤭🤭🤭🤭 କଣ ଶୁଣିଲା ଏ କାନ!
Tweet media one
41
6
219
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
4 years
ଚାନ୍ଦିପୁର ବେଳାଭୂମି ରେ ଏହି ୫ ଟି ପିଲା ଛିଡା ହେଇଥିଲେ । ଏ ଦୃଶ୍ୟ ଟି ବହୁତ୍ ଭଲ ଲାଗିଥିଲା ମତେ । ଉଠେଇ ଦେଇଥିଲି ଫୋଟୋ । ❤️❤️❤️😊😊😊😊 #Balesore #Memory
Tweet media one
19
1
224
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
1 year
କେମିତି କହିବା ଆମେ ଓଡ଼ିଆ?
7
24
218
@SangitaSethy
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
1 year
ଆମ ଐତିହ୍ୟ ଆମ ଗୌରବ ! ତେଣୁ ପ୍ରେମୀଯୁଗଳ ମାନେ ନିଜ ନାମ ସେଠାରେ ଲେଖି ଏହାର ଗାରିମା କ୍ଷୁଣ୍ଣ ନ କରିବାକୁ ଅନୁରୋଧ। ଆଜି #youthforSeva ର ସ୍ବେଛାସେବୀ ମାନେ ଏହି ଲେଖାକୁ ଲିଭାଇ ଆମ ଐତିହ୍ୟର ଗୁରୁତ୍ୱକୁ ପ୍ରତିପାଦନ କରିଛନ୍ତି। ଧନ୍ୟବାଦ ସମସ୍ତଙ୍କୁ। 🙏 #SaveMonument
Tweet media one
Tweet media two
Tweet media three
Tweet media four
20
18
224