State Transport Authority, Odisha Profile Banner
State Transport Authority, Odisha Profile
State Transport Authority, Odisha

@STAOdisha

77,880
Followers
75
Following
1,472
Media
6,375
Statuses

Official account of State Transport Authority, Govt. of Odisha.

Cuttack, India
Joined June 2016
Don't wanna be here? Send us removal request.
@STAOdisha
State Transport Authority, Odisha
5 hours
ଅଗ୍ନିଶମ ବାହିନୀଙ୍କ ସେବାକୁ ଆମର ସମ୍ମାନ ଅନ୍ତର୍ଜାତୀୟ ଆଗ୍ନିକ ଦିବସର ଶୁଭକାମନା #InternationalFirefightersDay #STAOdsiha #RoadsafetyOdisha @homeodisha @odisha_police @OdishaFire @CTOdisha
Tweet media one
0
9
32
State Transport Authority, Odisha Retweeted
@SPkoraput
Koraput Police
18 hours
Follow the traffic rules, save your life # 174 vehicles have been fined in Rs.1,93,000/- for triple riding on M/C, with out helmet & using mobile while driving in last 24 hrs by using #CCTV installed in #Koraput_Town . #Observe Traffic Rules. @STAOdisha @DGPOdisha @digswrkoraput
Tweet media one
2
2
18
@STAOdisha
State Transport Authority, Odisha
1 day
ଆପଣଙ୍କ ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ନ ଥିଲେ ଆପଣଙ୍କୁ କେତେ ଟଙ୍କା ଜରିମାନା ଦେବାକୁ ପଡ଼ିବ? ଏହି ସମ୍ପର୍କରେ ଜନସାଧାରଣ କେତେ ସଚେତନ ଅଛନ୍ତି ତାହା ଜାଣିବା ପାଇଁ ଗତକାଲି ହୋଇଥିବା ପୋଲ୍ ରୁ ସର୍ବାଧିକ ୬୫% ଉତ୍ତର ଆସିଛି, ୫ ହଜାର । ମାତ୍ର ଏହାର ସଠିକ୍ ଉତ୍ତର ହେଲା ୧୦ ହଜାର ଟଙ୍କା ।
Tweet media one
6
2
38
@STAOdisha
State Transport Authority, Odisha
1 day
ହିଟ୍ ଏଣ୍ଡ ରନ୍ ମାମଲାରେ ସୋଲାସିଅମ୍ ଫଣ୍ଡ ଯୋଜନାରେ ସହାୟତା ବ୍ୟବସ୍ଥା ରହିଛି । ଅଧିକ ଜାଣିବାକୁ Log in କରନ୍ତୁ - @SecyChief @MORTHIndia @CTOdisha @IPR_Odisha @AMITABHTHAKUR21 @odisha_police
Tweet media one
0
17
41
@STAOdisha
State Transport Authority, Odisha
1 day
World Press Freedom Day On this day we request the press to keep spreading the message of road safety. #LocalElections2024 #roadsafety #PressFreedom
Tweet media one
0
5
19
@STAOdisha
State Transport Authority, Odisha
2 days
ଏଥରର ଗ୍ରୀଷ୍ମପ୍ରବାହ ସବୁ ସ୍ତର ଟପିବାରେ ଲାଗିଛି ଆମକୁ ବି ଏହାର ମୁକାବିଲା କରିବାକୁ ଅଧିକ ସଚେତନ ରହିବାକୁ ହେବ #HeatWave #RoadsafetyOdisha
Tweet media one
0
4
22
@STAOdisha
State Transport Authority, Odisha
2 days
ଆପଣଙ୍କ ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ନ ଥିଲେ ଆପଣଙ୍କୁ କେତେ ଟଙ୍କା ଜରିମାନା ଦେବାକୁ ପଡ଼ିବ ?
୫ ହଜାର
460
୭ ହଜାର
27
୧୦ ହଜାର
194
୨୦ ହଜାର
29
23
2
28
State Transport Authority, Odisha Retweeted
@rto_bbsr2
RTO BHUBANESWAR-II
2 days
Special drive on Drunken Driving and Overloading of Goods Vehicles was jointly conducted with Police and Excise Department. @STAOdisha
Tweet media one
Tweet media two
Tweet media three
Tweet media four
1
2
9
@STAOdisha
State Transport Authority, Odisha
3 days
ରାଜ୍ୟ ପରିବହନ ପ୍ରାଧିକରଣର ଅତିରିକ୍ତ କମିସନର(ବୈଷୟିକ) ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଦୀପ୍ତିରଞ୍ଜନ ପାତ୍ର । ସେ ହେଉଛନ୍ତି ଓଡ଼ିଶା ପରିବହନ ଯାନ୍ତ୍ରିକ ସେବାର 1997 ବ୍ୟାଚର ବରିଷ୍ଠ ଅଧିକାରୀ । ଏହାପୂର୍ବରୁ ସେ ଯୁଗ୍ମ କମିସନର (ବୈଷୟିକ) ଭାବେ ପ୍ରାଧିକରଣରେ ଦାୟିତ୍ଵ ତୁଲାଉଥିଲେ । @CTOdisha #STAOdisha
Tweet media one
Tweet media two
12
4
77
@STAOdisha
State Transport Authority, Odisha
4 days
Drive like Rohit bats with precision and control🏏 #HappyBirthdayRohitSharma
Tweet media one
0
0
12
@STAOdisha
State Transport Authority, Odisha
4 days
ଦୀର୍ଘ ବର୍ଷର ଉଲ୍ଲେଖନୀୟ ସେବା ପରେ ସରକାରୀ ଚାକିରିରୁ ଆଜି ଅବସର ନେଇଛନ୍ତି ରାଜ୍ୟ ପରିବହନ ପ୍ରାଧିକରଣର ଅତିରିକ୍ତ ପରିବହନ କମିସନର(ବୈଷୟିକ) ଶ୍ରୀଯୁକ୍ତ ଧନଞ୍ଜୟ ସେନାପତି । ଏହାସହ ଆଜି ମଧ୍ୟ ଅବସର ନେଇଛନ୍ତି ରିଆଜଉଲ ହକ୍ । ଉଭୟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସହ ସୁଖମୟ ଅବସର ଜୀବନ କାମନା କଲେ ପରିବହନ କମିସନର ଓ ସମସ୍ତ ସହକର୍ମୀ
Tweet media one
Tweet media two
Tweet media three
Tweet media four
0
4
35
@STAOdisha
State Transport Authority, Odisha
5 days
ଖରାରେ ବାହାରକୁ ଯାଆନ୍ତୁ ନାହିଁ ପରିବହନ ବିଭାଗର ଅଧିକାଂଶ ସେବା ଅନଲାଇନରେ ଉପଲବ୍ଧ ଅଧିକ ବିବରଣୀ ପାଇଁ ଲଗ୍ ଇନ୍ କରନ୍ତୁ: କଲ୍ ସେଣ୍ଟର ନମ୍ବର- 1800 345 1073 @SecyChief @CTOdisha @MORTHIndia @IPR_Odisha @HFWOdisha @rdmodisha #STAOdiaha #RoadSafetyOdisha
Tweet media one
0
15
50
@STAOdisha
State Transport Authority, Odisha
6 days
ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜନ୍ମତିଥିରେ ଭକ୍ତିପୂତ ପ୍ରଣାମ । ବରପୁତ୍ରଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବା ସଡ଼କ ସୁରକ୍ଷା ନିୟମ ସର୍ବଦା ପାଳିବା #MadhuJayanti #RoadSafetyOdisha @CTOdisha @Culturedeptt @IPR_Odisha
Tweet media one
2
2
25
State Transport Authority, Odisha Retweeted
@AMITABHTHAKUR21
🇮🇳 AMITABH THAKUR 🇮🇳
6 days
ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମହାନାୟକ, ଶତାବ୍ଦୀର ସୂର୍ଯ୍ୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ରାଜ୍ୟ ପରିବହନ ପ୍ରାଧିକରଣ ତରଫରୁ ମୁଁ ସମସ୍ତଙ୍କୁ ଶୁଭକାମନା ଜଣାଉଛି । ଏହାସହ ଦୁର୍ଘଟଣା ହ୍ରାସ ଦିଗରେ ଆପଣମାନଙ୍କ ସହଯୋଗ କାମନା କରୁଛି ।🙏 @STAOdisha @CTOdisha @SecyChief
Tweet media one
1
6
30
@STAOdisha
State Transport Authority, Odisha
8 days
The state transport department is successfully executing all the tasks as per the instructions of @ECISVEEP . In this order, Vehicle requisition process for election reviewed by Transport Commissioner @AMITABHTHAKUR21 . All high-ranking officials of STA and RTOs were present.
Tweet media one
Tweet media two
Tweet media three
Tweet media four
0
6
35
@STAOdisha
State Transport Authority, Odisha
9 days
ଯେମିତି ମଶାରୁ ରକ୍ଷା ପାଇବାକୁ ମଶାରୀ ସେମିତି ଦୁର୍ଘଟଣାରୁ ବର୍ତ୍ତିବାକୁ ସଡ଼କ ନିୟମ ପାଳନ ଜରୁରୀ #RoadSafetyOdisha #STAOdisha #MalariaDay
Tweet media one
2
5
28
State Transport Authority, Odisha Retweeted
@rto_bbsr2
RTO BHUBANESWAR-II
11 days
Joint Enforcement drive with Commissionerate Police against Removal of black film from windscreen and window of vehicle and other offences. @STAOdisha @cpbbsrctc
Tweet media one
Tweet media two
Tweet media three
Tweet media four
5
3
24
State Transport Authority, Odisha Retweeted
@EIT_Odisha
E&IT Department Odisha
10 days
ସାଇବର୍ #echallan ଠକେଇ ପ୍ରତି ସାବଧାନ I ନକଲି ୱେବ୍‌ସାଇଟ ଜରିଆରେ ଲୋକଙ୍କଠାରୁ ଟଙ୍କା ହଡ଼ପର ଅନେକଗୁଡ଼ିଏ ଘଟଣା ଜଣାପଡ଼ିବା ପରେ ଏନେଇ ସାମାଜିକ ଗଣମାଧ୍ୟମରେ @STAOdisha ପକ୍ଷରୁ ଜାରି ହୋଇଛି ସୂଚନା। ଅଜଣା ଲିଙ୍କ୍ କୁ କରନ୍ତୁ ଅଣଦେଖା I ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ଅନ୍ୟମାନଙ୍କୁ ସଚେତନ କରାନ୍ତୁ I #BeCyberSafe
Tweet media one
0
8
36