Manoj Mahakud 🇮🇳 Profile Banner
Manoj Mahakud 🇮🇳 Profile
Manoj Mahakud 🇮🇳

@ManojMahakud3

1,071
Followers
2,559
Following
5,689
Media
15,638
Statuses

Travelling is the most passion in life.. Ex Banker of Local & MNC 🏦 ଓଡ଼ିଆ ବୋଲି ଗର୍ବିତ.ସତ ଟିକେ କଡ଼ା ଲାଗିବ ଓ ସେଥିରେ ହିଁ ଆମେ ଖୁସୀ..ଜୀବନର କିଛି ଭରଷା ନାହିଁ💕💕🙏🙏

भारत,India 🇮🇳
Joined February 2019
Don't wanna be here? Send us removal request.
@ManojMahakud3
Manoj Mahakud 🇮🇳
7 months
#ଏମିତି ବି ଶୁଣିବାକୁ ମିଳୁଛି #ଭଲ ପାଇଥିଲ??
33
26
201
@ManojMahakud3
Manoj Mahakud 🇮🇳
1 month
#ଏତେ ସବୁ ଓଡ଼ିଆ ରହିଲା ପରେ ଓଡ଼ିଶାକୁ କଣ ମିଳିଲା ?? ବାବାଜୀ କା ଠୁଲୁ #ରେଳ ବିଭାଗ,ରାସ୍ତା ଘାଟ,ନୂତନ ରାସ୍ତା ....ବହୁତ କିଛି ଉନ୍ନତି କରି ପାରିଲା ନାହିଁ ସେଥିରେ ଓଡ଼ିଶାରୁ ତିନି ଟା ମନ୍ତ୍ରୀ ରହି କଣ ଦେଲେ ଦଶ ବର୍ଷରେ??? #ମହେନ୍ଦ୍ରଗିରି ଦେଇ ପାରଳାଖେମୁଣ୍ଡି ଠାରୁ ବ୍ରହ୍ମପୁର ରାସ୍ତା ୭୦ ଦଶକ ଠାରୁ ଅଟକି ଯାଇଛି #WhatsApp
Tweet media one
31
20
193
@ManojMahakud3
Manoj Mahakud 🇮🇳
30 days
#Woh ,what a result.. All the best..
Tweet media one
24
5
147
@ManojMahakud3
Manoj Mahakud 🇮🇳
3 months
#Odia restored in Odia speaking areas of jharkhand #ବିଚ୍ଛିନ୍ନାଞ୍ଚଳ ରେ ଓଡ଼ିଆ ଲେଖାଗଲା ଷ୍ଟେସନରେ...
Tweet media one
Tweet media two
Tweet media three
Tweet media four
3
21
138
@ManojMahakud3
Manoj Mahakud 🇮🇳
7 months
#ଓଡ଼ିଆ ଆସୁନି ଆଗ ଓଡ଼ିଆ କହିବା ଶିଖ ତାପରେ ଅନ୍ୟକୁ କହିବ, ଏମିତି କହିବା ଠିକ ନୁହଁ ଲାଳଚି ପେହେଲା ଦୁସରା ଗଲତ ଲେନା ଦେନା ପେହଲି ଏସବୁ ହିନ୍ଦୀ ନା ଓଡ଼ିଆ ...
44
12
127
@ManojMahakud3
Manoj Mahakud 🇮🇳
1 month
#ଦକ୍ଷିଣ ଓଡ଼ିଶାକୁ ଗଲେ ତେଲୁଗୁ ଟିକେ ଟିକେ ଦରକାର ତେଣୁ ଏହି ଦୁଇ ଭଉଣୀ ସାହାଯ୍ୟ କରୁଛନ୍ତି.... #ଦକ୍ଷିଣ ଓଡ଼ିଶା
10
11
128
@ManojMahakud3
Manoj Mahakud 🇮🇳
1 month
#ଏହା କେତେ ଦୁର ସତ ଓଡ଼ିଶାରେ ଥିବା ଜନତା ଓ କର୍ମୀ ଜାଣିଥିବେ.. #ଓଡ଼ିଆର ଅସ୍ମିତା ଉପରେ ପଚାରି ଥିବା ମହାଶୟ ଭୁଲ କରିବେ ନାହିଁ...
25
19
127
@ManojMahakud3
Manoj Mahakud 🇮🇳
2 years
#Identification of person require urgently #These passengers were travelled in Puri Gunupur Exp (18417) . #Kindly forward urgently Source: WhatsApp @DRMKhurdaRoad @DRMWaltairECoR @RailMinIndia @AshwiniVaishnaw C.c @OdishaRail
8
61
126
@ManojMahakud3
Manoj Mahakud 🇮🇳
5 months
#ବହୁତ ବଢିଆ ହୋଇଛି ପ୍ରହଲ୍ଲାଦ ନାଟକ.. #ଏହା ଉପରେ ଚଳଚ୍ଚିତ୍ର ଟିଏ ନିର୍ମାଣ କଲେ ଭଲ ହୁଅନ୍ତା...
4
19
124
@ManojMahakud3
Manoj Mahakud 🇮🇳
4 months
#ଏହି ଭିଡିଓ ଦେଖିଲା ପରେ ମୋର ମନେ ପଡିଗଲା ସାନ ଭାଇ ପାଠ ଭଲ ନ ପଡିଲା ପରେ କେମିକାଲରେ ଡିପ୍ଲୋମା କରାଇ ଥିଲି ତାପରେ ଚାକିରୀ ନ ମିଳିଲା ପରେ JITM(Centurion University,Paralakhemundi) BTech କଲା ପରେ କହିଲା ମୋତେ ଜବରଦସ୍ତ ପଢ଼ାଇଲ..କିନ୍ତୁ ଆଜି ଗୁଜରାଟରେ ୪୦ ଲକ୍ଷ ଟଙ୍କାର ଘର କରି ରହୁଛି.. #ଆଜି ନମ୍ବର ନାହିଁ ମୋ ପାଖରେ
4
5
110
@ManojMahakud3
Manoj Mahakud 🇮🇳
2 years
#ମଟର ମସଲା,ଲେମ୍ବୁ ସହ ୫ଟଙ୍କାର #କୋହଲା ପାଗରେ ଟିକେ ଖଟା, ରାଗ ତାସହ ଲେମୁଁ ଚା ବହୁତ ଭଲ ଲାଗେ #ବିଚ୍ଛିନ୍ନାଞ୍ଚଳ, ପଶ୍ଚିମ ସିଂହଭୂମ #ଝାଡ଼ଖଣ୍ଡ
Tweet media one
Tweet media two
3
6
102
@ManojMahakud3
Manoj Mahakud 🇮🇳
1 year
Food quality in vande Bharat Train #No idea which route # received from social media #VandeBharat
12
42
98
@ManojMahakud3
Manoj Mahakud 🇮🇳
1 year
#Superclass Tea for railway passengers #Just think twice before taking Tea, Coffee.. #Development of Indian Railway
17
51
89
@ManojMahakud3
Manoj Mahakud 🇮🇳
2 years
#Maharaja Express should be start from Paralakhemundi to Baripada on memories of Maharaja who initiated the train service in 1900,1905 respectively in Odisha. @DRMKhurdaRoad @DRMWaltairECoR @drmkgp @AshwiniVaishnaw @dpradhanbjp @Naveen_Odisha Sir,Pls assist.Thanks @OdishaRail
Tweet media one
Tweet media two
Tweet media three
Tweet media four
3
21
83
@ManojMahakud3
Manoj Mahakud 🇮🇳
2 months
#ପଢୁଆ ଲୋକର ବୁଦ୍ଧିରେ ମରିବେ ନା ବଞ୍ଚିବେ?? #ଜଙ୍ଗଲ ସଫା ହେଉଛି ହାତୀ ସହର କୁ ଆସୁଛି... #ଜଙ୍ଗଲ ବଞ୍ଚିଲେ ସିନା ପଶୁ ବଞ୍ଚିବେ
4
10
80
@ManojMahakud3
Manoj Mahakud 🇮🇳
4 months
#ସିଟ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେବେ ଆମର ଭାଇ ଭଉଣୀ ମାନେ #ବ୍ରହ୍ମପୁରରୁ ହେଉ କିମ୍ବା ଭୁବନେଶ୍ବର ପଟୁ ହେଉ ଏମାନଙ୍କୁ ସୁବିଧା ମିଳିବା କଥା ଓ ଆମ ଭଳିଆ କେବେ କେମିତି ଯାଉଥିବା ଲୋକଙ୍କ ପାଇଁ ଅଲଗା କୋଚ ଦରକାର.. #ଗୁଣୁପୁର କଟକ ମେମୁରେ କୋଚ ସଂଖ୍ୟା ବଢ଼ା ଯାଉ ଆଉ ବ୍ରହ୍ମପୁର ଲୋକଙ୍କ ପାଇଁ ୮-୧୦ଟା କୋଚ ରଖାଯାଉ. @OdishaRail
13
11
80
@ManojMahakud3
Manoj Mahakud 🇮🇳
2 years
#ସକାଳ ଆଳତୀ ସମୟରେ ତିନି ଠାକୁର #ବଡ ଦାଣ୍ଡ, ପାରଳାଖେମୁଣ୍ଡି #ଜୟ ଜଗନ୍ନାଥ 🙏🙏🙏
1
7
78
@ManojMahakud3
Manoj Mahakud 🇮🇳
8 months
#Situation of Kalinga Utkal Exp (18478) ,Fully Hygienic coach #Not cleaned at Rourkela by local cleaning staffs @AshwiniVaishnaw @RailMinIndia @DRMKhurdaRoad @srdomkur @DRMCKP Sir/Madam, Please assist. Thank you so much
25
23
78
@ManojMahakud3
Manoj Mahakud 🇮🇳
1 year
#ବ୍ରହ୍ମପୁରର ପ୍ରସିଦ୍ଧ ବାଘ ନାଚ #The famous Tiger Dance of Brahmapur, Odisha Source: Berhampur Calling
1
17
79
@ManojMahakud3
Manoj Mahakud 🇮🇳
5 days
#Paralakhemundi MLA @panigrahirupes with ANI media #We can expect more quality, fulfil our old demands of Paralakhemundi, Gajapati District #Paralakhemundi
4
4
79
@ManojMahakud3
Manoj Mahakud 🇮🇳
1 year
#ଓଡ଼ିଆଙ୍କୁ ଛାଡି ଅନ୍ୟ ଜାତି ବାହାରେ ମିଶିଲେ ବନ୍ଧୁ ବାନ୍ଧବ,ଭାଇ, କୁଟୁମ୍ବ ବୋଲି କୁହନ୍ତି #ଓଡ଼ିଆ କେବେ ନିଜ ଜାତି ଭାଇ ମାନଙ୍କୁ ଭଲ ଦୃଷ୍ଟିରେ ଦେଖନ୍ତି ନାହିଁ.. #ବାହାରେ ଭଲ ପୋଷ୍ଟରରେ ଚାକିରୀ କରୁଥିଲେ ଓଡ଼ିଆ ଓଡ଼ିଆଙ୍କୁ ଚାକିରୀ ଦିଅନ୍ତି ନାହିଁ କିନ୍ତୁ ଅନ୍ୟ ଜାତି କିଛି କ୍ଷମତା,ବୁଦ୍ଧି,ବିବେକ ନ ଥିଲେ ବି ସାହାଯ୍ୟ କରନ୍ତି
18
3
75
@ManojMahakud3
Manoj Mahakud 🇮🇳
10 months
#ସକାଳ ଆଳତୀ ମା ଶ୍ୟାମାକାଳୀ ଙ୍କର #ପାରଳାଖେମୁଣ୍ଡି
3
5
72
@ManojMahakud3
Manoj Mahakud 🇮🇳
3 months
#ଭଲ ଲକ୍ଷ୍ମଣ ରେଖା ହୋଇଛି
4
10
73
@ManojMahakud3
Manoj Mahakud 🇮🇳
1 year
#Any how i got a call *****are you in Corromondal Express? No I'm at Palasa..line disconnected.. କିଏ ଜାଣିଛି ଜୀବନ କେତେ ଦିନ ? ଜୀବନ ହେଉଛି ପାଣି ଫୋଟକା.. ବଞ୍ଚିଛି ମୁଁ 🙏🙏🙏 #ଗତ କାଲି ରାତିରେ ମୋ ସହ ହୋଇଛି.. ସମ୍ପତି ଲୋଭ ରେ ନିଦ ହୋଇନି ମୁଁ ମରିଗଲେ କିଛି ତାଙ୍କ ପିଲାଙ୍କୁ ମିଳିଯିବ..ଏହା ହିଁ ସଂସାର🙏🙏
5
1
71
@ManojMahakud3
Manoj Mahakud 🇮🇳
5 months
#ଏହି ଫୋଟୋ ବହୁତ କିଛି କହୁଛି କିନ୍ତୁ ଦେଖିବା ଲୋକ କାଲା ହୋଇ ଯାଇଛି ସୋସିଆଲ ମିଡ଼ିଆରେ ଆସିଥିଲା ତେଣୁ ଛାଡ଼ି ଦେଲି
Tweet media one
12
5
71
@ManojMahakud3
Manoj Mahakud 🇮🇳
2 years
#ଓଡ଼ିଆ କାହିଁକି ଲେଖା ଯାଉନି ଉପାନ୍ତ ଅଞ୍ଚଳରେ କିଏ ଦାୟୀ ଲୋକ ନା ସେଠାର ସରକାର #ବିଚ୍ଛିନ୍ନାଞ୍ଚଳ ଅଧିବାସୀଙ୍କ କିଛି ଦାୟିତ୍ଵ ଅଛି କି ନାହିଁ
Tweet media one
Tweet media two
7
7
68
@ManojMahakud3
Manoj Mahakud 🇮🇳
2 years
#View of Chandil Dam #Jamshedpur
0
8
63
@ManojMahakud3
Manoj Mahakud 🇮🇳
1 year
ରବିଭାଇନାଙ୍କର Indus Hospital ରେ heart operation ହେଲା ଏବଂ ବର୍ତ୍ତମାନ ସିଏ ଠିକ ଅଛନ୍ତି ବୋଲି ଖବର ଆସିଲା... #ବିଶାଖାପାଟଣା ନ ଗଲେ ଦକ୍ଷିଣ ଓଡ଼ିଶା ଲୋକଙ୍କର ଭାତ ଜୀର୍ଣ୍ଣ ହେବନି ପରା.... #indus hospital re ମହାପାତ୍ର ବାବୁ ହୃଦୟ ବିଶେଷଜ୍ଞ ଅଟନ୍ତି ଓ ଓଡ଼ିଆଙ୍କୁ ଲୁଟନ୍ତି #ରବି ନନ୍ଦ, ପ୍ରାକ୍ତନ ବିଧାୟକ
Tweet media one
8
3
65
@ManojMahakud3
Manoj Mahakud 🇮🇳
4 months
#ଏହି ଯୋଡ଼ି ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ କାହିଁକି ମିଳିନାହିଁ ଆଜି ଯାଏଁ ନହେଲେ ଗଛ, ବୁଦା ମୂଳେ ରହି ନଥାନ୍ତେ... #ଖାଲି ଜୟଲଳିତା ସରକାର ପରି ମାଡ଼ ଦରକାର...
17
4
64
@ManojMahakud3
Manoj Mahakud 🇮🇳
1 year
#ସୁରଟ ଗଲେ କେମିତି କଣ ହୁଏ ଦେଖ #କମେଣ୍ଟ ଦେବି ନାହିଁ
11
13
58
@ManojMahakud3
Manoj Mahakud 🇮🇳
1 year
#ସୁନ୍ଦର ଝିଅଙ୍କୁ ଲଫଙ୍ଗା,ବାତରା ଟୋକା ଭଲ ଲାଗନ୍ତି ବୋଧେ ହୁଏ....ଛୋଟ ଝିଅଟି ବେଶୀରେ ବେଶୀ ୧୫-୧୭ବର୍ଷ ହେବ ପୁଅର ବୟସ ୨୭-୨୮ହେବ ସେମିତି ଖାସ ନାହିଁ କିନ୍ତୁ ଖର୍ଚ୍ଚ କରୁଥିଲା... #ସୋନୁଆ ପାଖକୁ ଝିଅଟି ସିଟ ପାଖକୁ ଆସିଥିଲା କିଛି କହିବାର ନଥିଲା,ମୁକ ହୋଇ ଯିବା କଥା... TTE ଙ୍କ ସହ କଥା ହେଲାବେଳକୁ ଟ୍ରେନ ଷ୍ଟେସନରେ ପହଞ୍ଚିଗଲା
Tweet media one
Tweet media two
7
0
55
@ManojMahakud3
Manoj Mahakud 🇮🇳
5 months
#Speed Test going on from Paralakhemundi to Gunupur today #Near Sitapur @OdishaRail
5
8
53
@ManojMahakud3
Manoj Mahakud 🇮🇳
1 year
#ସୋସିଆଲ ମିଡ଼ିଆ ରୁ ସଂଗୃହୀତ #ଜୟ ମା ବୁଢୀ ଠାକୁରାଣୀ #ବ୍ରହ୍ମପୁର
2
4
54
@ManojMahakud3
Manoj Mahakud 🇮🇳
2 years
#KGF -2,RRR ସିନେମାର ଯେଉଁ ଉତ୍ସାହ ଦେଖାଯାଉଛି ଓଡ଼ିଆ ସିନେମାରେ ସେହି ଇଚ୍ଛା ଶକ୍ତି ନାହିଁ.. #ଦିନେ ଓଡ଼ିଆ ସିନେମା ବହୁଭାଷାରେ ନିର୍ମିତ ହେଇଥିଲା ଯେମିତି "ଶେଷ ଶ୍ରାବଣ" ହିନ୍ଦୀରେ "ନୟା" ରୂପରେ ପ୍ରଦର୍ଶିତ ହୋଇଥିଲା #ଓଡ଼ିଆ ସିନେମା କିଏ କରୁଛି ତେଲୁଗୁ ,ତାମିଲ ଡାଇରେକ୍ଟର ସବୁ..ଓଡ଼ିଆ ର ଝଲକ ଦେଖିବାକୁ ମିଳେ ନାହିଁ
5
4
52
@ManojMahakud3
Manoj Mahakud 🇮🇳
2 years
#ଜଣେ ଭାରତୀୟ ଗର୍ଭବତୀ ମହିଳାଙ୍କୁ ପର୍ତ୍ତୁଗାଲ ହସପିଟାଲରେ ବେଡ ଅଭାବରୁ ଆଡମିଶନ ନମିଳିବାରୁ ତାଙ୍କର ମୃତ୍ୟୁରେ ପର୍ତ୍ତୁଗାଲର ସ୍ୱାସ୍ଥ୍ୟମନ୍ତ୍ରୀ ନିଜଆଡୁ ଇସ୍ତଫା ଦେଲେ .. ଆମ ଭାରତବର୍ଷର ନେତାମନ୍ତ୍ରୀ ମାନେ କିଛି ଶିଖିବା ଦରକାର... #ନେତା ମନ୍ତ୍ରୀ ହେଲାପରେ ଗାଦିକୁ ଦିନ ରାତି ଧରିକି ବସିଥାନ୍ତି କେତେ ଆସିବ ଓ କେତେ ଯିବ ଭାବୁଥିବେ
Tweet media one
1
13
48
@ManojMahakud3
Manoj Mahakud 🇮🇳
11 months
#ଓଡିଶାରୁ ଅଲଗା ହୋଇଗଲା ବୋଲି କଣ ଆମେ ଓଡ଼ିଆକୁ ଭୁଲିଯିବୁ ତାହା ଅସମ୍ଭବ.... #ସରକାରୀ ହାଇ ସ୍କୁଲ ରେ ବିଦ୍ୟାର୍ଥୀ ଙ୍କୁ ସମ୍ମାନିତ କରିବା ଅବସରରେ କିଛି ପ୍ରୋଗ୍ରାମ ହୋଇଥିଲା ଆଉ ସେଥିରେ ଓଡ଼ିଆ ଗୀତ କେମିତି ବାଜିବ ନାହିଁ ... #ପଶ୍ଚିମ ସିଂହଭୂମ, ଝାଡ଼ଖଣ୍ଡ #ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ଭାଷା ଭାଷୀ ଅଞ୍ଚଳ
3
4
50
@ManojMahakud3
Manoj Mahakud 🇮🇳
2 years
#Heaven of Gajapati Today #Mahendra giri #ମହେନ୍ଦ୍ରଗିରି ରେ କିଛି ଦୃଶ୍ୟ Pc. Ranjit
Tweet media one
Tweet media two
Tweet media three
Tweet media four
3
5
51
@ManojMahakud3
Manoj Mahakud 🇮🇳
2 years
#ଅନୁଗୁଳ ଷ୍ଟେସନରେ ସବୁ ବିହାରୀ ଓହ୍ଲାଇ ଲେ ଦଳ ବଳ ନେଇ ଆଉ ଅନୁଗୁଳିଆ ଯାଉଛନ୍ତି ଚେନ୍ନାଇ, ବାଙ୍ଗାଲୋର, କେରଳ କାମ କରିବା ପାଇଁ ପ୍ରାୟ ଓଡ଼ିଶାରୁ ସବୁ ଜାଗାରୁ ଯାଆନ୍ତି ଯାହାକୁ ଆମେ ଦାଦନ କହିଥାଉ ନିଜ ଜାତିକୁ ବଦନାମ କରିଥାଉ #ଲୋକାଲ ଲୋକ ନିଜ ଅଞ୍ଚଳରେ କାମ କରିବେ ନାହିଁ ବାହାରି ଠିକାଦାର ନିଜ ଜାତି ଭାଇଙ୍କୁ ଆଣି କାମ ଦିଏ.
4
4
47
@ManojMahakud3
Manoj Mahakud 🇮🇳
7 months
#Why MP @mpbidyutmahato wants to remove Odia name boards from railway station #No doubt Bengal influence is there Tata-Kgp section but odia people are also there. #Odia boards shouldn't temivd from stations by @RailMinIndia @serailwaykol @DRMCKP @drmkgp @KunalSarangi @BJP4Odisha
Tweet media one
4
11
49
@ManojMahakud3
Manoj Mahakud 🇮🇳
2 months
#ତିରୁମାଲା କୁ ଚାଲି ଚାଲି ଗଲେ ଭଲ ଲାଗେ ଓ ବାନ୍ତି ଲାଗିଲେ ଲେମୁଁ ,ଲୁଣ ସୋଡା ପିଇବାକୁ ମିଳେ ନହେଲେ କଲମୀ ଆମ୍ବ ସହ ଲୁଣ,ଲଙ୍କା ଗୁଣ୍ଡ ମିଶାଇ ଖାଇଲେ ଭଲ ଲାଗେ..ଶେଷ ସମୟରେ ଟିକେ କଷ୍ଟ ହୁଏ... #ତିରୁମାଲା #ତିରୁପତି #ଗୋବିନ୍ଦା ଗୋବିନ୍ଦା
1
3
49
@ManojMahakud3
Manoj Mahakud 🇮🇳
4 months
#Powerful Private Bus staffs are not allowed passengers to travel in @OSRTC_Odisha in South Odisha @OSRTC_Odisha never increase their fleets in paralakhemundi, Rayagada depo ... Paralakhemundi depo was shut down after Mandal Commission riots in 90's.
6
9
48
@ManojMahakud3
Manoj Mahakud 🇮🇳
5 months
#ମାନିଲେ ଠାକୁର, ନ ମାନିଲେ ପଥର କହିବା ଯଥାର୍ଥ #ଠାକୁର କେବଳ ଗୋଟିଏ ଜାଗାରେ ଅଛନ୍ତି କହିବା ଭୁଲ, ବିଶ୍ୱାସରେ ଅଛି ସବୁ କିଛି କିନ୍ତୁ କହିବା ଲୋକ ବିଭିନ୍ନ ପ୍ରକାରର କହିବେ #ଜୟ ଜଗନ୍ନାଥ 🙏🙏🙏
6
2
47
@ManojMahakud3
Manoj Mahakud 🇮🇳
2 months
#ଓଡ଼ିଶା ଭିତରେ ଓଡ଼ିଆ ରହିବା କଥା ନା ଆଉ କିଛି ରହିବ??? #ବାହାର ରାଜ୍ୟରୁ ଆସିବେ ଓ ତାଙ୍କ ଲୋକଙ୍କୁ ଓଡ଼ିଶାରେ ଥଇଥାନ କରି ନିଜ ସାମ୍ରାଜ୍ୟ ବଢାଇ ଚାଲିଛନ୍ତି.. #ରାଉରକେଲା #ଜୟ ଜଗନ୍ନ��ଥ...
7
6
47
@ManojMahakud3
Manoj Mahakud 🇮🇳
2 years
#ମାଳତୀ ଝୁଲଣ ସମାପନ #ନ୍ରୁସିଂହନାଥ ମନ୍ଦିର ,କରଣ ସାହି #ପାରଳାଖେମୁଣ୍ଡି
3
7
45
@ManojMahakud3
Manoj Mahakud 🇮🇳
1 year
#ପାରଳା ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୫୦ ତମ ଶ୍ରାଦ୍ଧ ବାର୍ଷିକୀ ରେ ଶତ ଶତ ନମନ 🙏🙏🙏 #ପାରଳାଖେମୁଣ୍ଡି
Tweet media one
@ManojMahakud3
Manoj Mahakud 🇮🇳
1 year
#ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଵ ମେ ୨୫,୧୯୭୪ରେ ଦେହତ୍ୟାଗ କରିଥିଲେ ତେଣୁ ତାଙ୍କର ୫୦ତମ ଶ୍ରାଦ୍ଧ ଦିବସ ବଡ଼ ଧରଣର ପାଳନ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା।ପାଇକ ଆଖଡା ଦଳଙ୍କୁ ସ୍ୱତନ୍ତ୍ର uniform ଜିଲ୍ଲା ପ୍ରଶାସନ ତରଫରୁ କରିବା ନିମନ୍ତେ ଆଲୋଚନା ହୋଇଥିଲା #ପାରଳାଖେମୁଣ୍ଡି
Tweet media one
0
2
8
4
8
44
@ManojMahakud3
Manoj Mahakud 🇮🇳
1 year
#ଏଭଳି କୀର୍ତ୍ତନ ପାଇଁ ବେଶୀ ଡିମାଣ୍ଡ ହେଉଛି #ସଂସ୍କୃତି ଯାଉ ଚୁଲି ମୁଣ୍ଡକୁ କିଛି ଫରକ ପଡେ ନାହିଁ #ଝାଡଖଣ୍ଡରେ କୀର୍ତ୍ତନ ଆୟୋଜନ ହେଉଛି ପ୍ରତେକ ଗାଁ ରେ ବର୍ତ୍ତମାନ ଏବଂ ବେଙ୍ଗଲ ରୁ ଡକା ଯାଉଛି #କୀର୍ତ୍ତନ
26
4
43
@ManojMahakud3
Manoj Mahakud 🇮🇳
2 years
#ସକାଳୁ ଝିଅକୁ ନେଇ ଡ଼ଙ୍ଗା ଭସା ଦେଖିବାକୁ ଯାଇଥିଲି #ବିଚ୍ଛିନ୍ନାଞ୍ଚଳ ଅଞ୍ଚଳରେ ଓଡ଼ିଆ ଓ ଓଡ଼ିଆ ସଂସ୍କୃତି ପ୍ରତି ଆସ୍ଥା ରଖିଥିବା ଲୋକଙ୍କ ର ସମାବେଶ ଦେଖିବାକୁ ମିଳିଥିଲା #କୋଲହାନ, ଝାଡ଼ଖଣ୍ଡ
3
3
44
@ManojMahakud3
Manoj Mahakud 🇮🇳
1 month
#Odia spelling is incorrect in ATVM machines at bhubaneswar Railway Station ପାରଳାଖେମୁଣ୍ଡି should be mentioned in ticket not as ପାରଳା ଖମୁଗ୍ ଡି @DRMKhurdaRoad @EastCoastRail @srdomkur @RailMinIndia Sir, Kindly do the needful for correction in Odia at BBS . Thanks @OdishaRail
Tweet media one
Tweet media two
4
9
45
@ManojMahakud3
Manoj Mahakud 🇮🇳
2 years
#ଲୋକ ରହିବେ ପାରଳାଖେମୁଣ୍ଡି ରେ କିନ୍ତୁ ଆନ୍ଧ୍ରା ପ୍ରେମୀ ସେଥି ପାଇଁ ଆନ୍ଧ୍ର ଓଡିଶା ଅଂଚଳ କୁ ନେବା ପାଇଁ ତତ୍ପର ବେଶୀ ଦେଖାଉଛି #ସେଥିପାଇଁ ମେଡ଼ିକାଲ ହେଉ, ପାଠ ପଢିବା ପାଇଁ, ବୁଲିବା ପାଇଁ ଆନ୍ଧ୍ର ଭଲଲାଗେ..ଓଡ଼ିଆ କେମିତି କହିବେ ଏସବୁ ଲୋକ... #ସୁପ୍ତ ଓଡ଼ିଆ..କିଛି କରି ହେବ ନାହିଁ 💔💔💔
Tweet media one
2
14
41
@ManojMahakud3
Manoj Mahakud 🇮🇳
3 years
#ଓଡ଼ିଆ ଓ ଜାତିର ବିକାଶ ପାଇଁ ଏକ କର୍ମଶାଳା #ଯେହେତୁ ମୁଁ ବାହାର ଆସିଛି କିନ୍ତୁ ଝାଡ଼ଖଣ୍ଡ ରେ ରହୁଛି ତେଣୁ କିଛି ସମୟ ଓଡ଼ିଆ ଭାଷା ଭାଷୀ ଲୋକଙ୍କ ସହାୟତା ଅବସରରେ #ଝାଡ଼ଖଣ୍ଡ ଓଡ଼ିଆ ଟିକେ ଅଲଗା ଲାଗିପାରେ,ମିଶ୍ରିତ ଉତ୍ତର ଓଡ଼ିଶା ଏବଂ ହିନ୍ଦୀ ଭାଷାର #କିଛି ଲେଖିବା ଓ ଶିଖିବା ପାଇଁ ଓଡ଼ିଆ ର ତାଲିମ ଦିଆଯିବ. @OdiaCulture
7
5
40
@ManojMahakud3
Manoj Mahakud 🇮🇳
1 month
#ଏ କି କଷ୍ଟ, ନିର୍ବାଚନ ଲଢିବା ଆଗରୁ ଏତେ ପ୍ରଶ୍ନ?? #କେମିତି ହେବ ମାଧବୀ ଲତାଙ୍କ ଭାଗ୍ୟ #ହାଇଦରାବାଦ #ତେଲେଙ୍ଗାନା
5
3
44
@ManojMahakud3
Manoj Mahakud 🇮🇳
25 days
#କେଉଁଠାରେ ଫୋଟୋ ଅଛି, ଜାଣିନାହିଁ , ମୋର ଜଣେ ଜୁନିଅର ପଠାଇଛି... #ପାରଳାଖେମୁଣ୍ଡି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ.. #ପାରଳାଖେମୁଣ୍ଡି
Tweet media one
6
1
43
@ManojMahakud3
Manoj Mahakud 🇮🇳
5 months
#ମୋର ପୁରୁଣା ଭଡ଼ା ଘର... #ଓଡ଼ିଆ ଯଦି ଓଡ଼ିଆ ନ ଲେଖିବ ଆଉ କିଏ ଲେଖିବ... #ଯାହାକୁ ଓଡ଼ିଆ ଆସେ ନାହିଁ ସେ କେବଳ ନିଜର ସୁବିଧା ପାଇଁ କିଛି ବି କରିପାରେ କିନ୍ତୁ ସମାଜ ପାଇଁ କେବେ ନୁହଁ.. #ଝାଡ଼ଖଣ୍ଡ
Tweet media one
2
3
41
@ManojMahakud3
Manoj Mahakud 🇮🇳
7 months
#୪୧ ଜଣ ଶ୍ରମିକ ଟନେଲ ତଳେ ଫସି ରହିବାକୁ ୮ ଦିନ ପୁରିଲାଣି ମାତ୍ର ଉଦ୍ଧାର କାର୍ଯ୍ୟରେ ବିଶେଷ ଅଗ୍ରଗତି ଦେଖାଯାଉ ନାହିଁ କାରଣ ସେମାନେ ଅତ୍ୟନ୍ତ ଗରିବ,ଯଦି ସେମାନଙ୍କ ମଧ୍ୟରୁ ଜଣେ କିଏ ସେଲିବ୍ରିଟି କିମ୍ବା ରାଜନେତା ହୋଇଥାନ୍ତା ତେବେ ପୁରା ଦେଶର ମିଡ଼ିଆ ସେଇଠି ପେଟେଇ କି ଲାଇଭ କରିଥାନ୍ତା । #ବିକାଶର ଭାଷା
5
4
40
@ManojMahakud3
Manoj Mahakud 🇮🇳
10 months
#ପୁରୀ ଯାଇଛି କିନ୍ତୁ ଵିଚ କେବେ ଯାଇ ନ ଥିଲି ଗତକାଲି ବାପ,ଝିଅ ପ୍ରଥମ ଥର ପାଇଁ ପୁରୀରେ ବିଚ୍ ଯାଇଥିଲୁ #ମୋତେ ମେରିନା ବୀଚ, ଗୋଲ୍ଡେନ ବିଚ୍, ଗାନ୍ଧୀ ବିଚ୍, ଚେନ୍ନାଇର ଭଲ ଲାଗେ..ସେଠାରେ କଦଳୀ,ପିଆଜି,ଫୁଲ କୋବି,ଆଳୁ ଓ ମରିଚ ଭାଜି ଭଲ ଲାଗେ... ବହୁତ କିଛି ସ୍ମୃତି ରହିଗଲା ମନର କେଉଁ କୋଣରେ ଜାକି ହୋଇ ରହିଯାଇଛି #ସମୁଦ୍ରବେଳାଭୂମି
4
1
42
@ManojMahakud3
Manoj Mahakud 🇮🇳
2 years
#ଓଡ଼ିଆ ଭାଷାକୁ ଉଜ୍ଜୀବିତ ରଖିବା ପାଇଁ ଏକ ପ୍ରୟାସ ଯଦିଓ ଓଡ଼ିଶା ଓ ଝାଡଖଣ୍ଡ ସରକାର ଉପେକ୍ଷିତ କରୁଛନ୍ତି #ଓଡ଼ିଶାରେ ଓଡ଼ିଆ କହିବାକୁ ଘୃଣା କରୁଛନ୍ତି କିନ୍ତୁ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ସଂଗ୍ରାମରତ ନିଜ ଭାଷାକୁ ବଞ୍ଚାଇ ରଖିବା ପାଇଁ #କିଛି ଚେଷ୍ଟା ମୋ ତରଫରୁ
Tweet media one
3
6
40
@ManojMahakud3
Manoj Mahakud 🇮🇳
2 years
#ସନ୍ଧ୍ୟା ଆଳତୀ ତିନି ଠାକୁରଙ୍କ ସମୟର କିଛି ଦୃଶ୍ୟ #ବଡ ଦାଣ୍ଡ, ପାରଳାଖେମୁଣ୍ଡି
1
4
41
@ManojMahakud3
Manoj Mahakud 🇮🇳
1 year
#ମହେନ୍ଦ୍ରଗିରିକୁ @OSRTC_Odisha କାହିଁକି ବସ ସେବା ଦେଉ ନାହାନ୍ତି ଓ ପାରଳାଖେମୁଣ୍ଡି ଡିପୋ କୁ ନୂଆ ବସ କାହିଁକି ଆସୁନାହିଁ,କାହା ସ୍ୱାର୍ଥରେ ଅଫିସର ସବୁ କାମ କରୁଛନ୍ତି ପାରଳାଖେମୁଣ୍ଡିରେ... #ନୂଆ ପୁରୁଣା ବସ ଦିଆଯାଉ ଓ ଗୁଣୁପୁର, ଶ୍ରିକାକୁଲମ୍,ପଳାସା,ଜେ କେ ରାୟଗଡ଼ା ମହେନ୍ଦ୍ରଗିରି, ଗଣ୍ଡାହାତୀକୁ ବସ ସେବା ଦିଆଯାଉ.
Tweet media one
1
10
40
@ManojMahakud3
Manoj Mahakud 🇮🇳
8 months
#ମୁଢ଼ି ଗୁଗୁଣି ପିଆଜ, ଭଜା ଲଙ୍କା ସହ ସକାଳୁ ଜଳଖିଆ ନ ହେଲେ ଭଲ ଲାଗେ ନାହିଁ
6
1
40
@ManojMahakud3
Manoj Mahakud 🇮🇳
2 years
#Puri with peas curry and chutney #ପୁରୀ ସହ ମଟର ତରକାରୀ ଓ ନଡ଼ିଆ, ଚଣା ଡାଲିର ମୋଟା ଚଟନି ୨୦/- #ଟେକିଲି, ଆନ୍ଧ୍ରପ୍ରଦେଶ
Tweet media one
Tweet media two
3
3
38
@ManojMahakud3
Manoj Mahakud 🇮🇳
1 year
#ପାଇକ ଆଖଡ଼ାକୁ ଜୀବିତ ରଖିଛନ୍ତି #ପାରଳାଖେମୁଣ୍ଡି
@ManojMahakud3
Manoj Mahakud 🇮🇳
1 year
#ଗାନ୍ଧୀ ଛକ,ପାରଳାଖେମୁଣ୍ଡି
0
0
10
0
4
41
@ManojMahakud3
Manoj Mahakud 🇮🇳
2 years
#ମକା ତୋଟା ଠାକୁରାଣୀ / ମା ମକା ତୋଟାମା (ତେଲୁଗୁ ରେ) ମନ୍ଦିର #ପାରଳାଖେମୁଣ୍ଡି
3
3
39
@ManojMahakud3
Manoj Mahakud 🇮🇳
2 years
#ସକାଳ ଆଳତୀ ତିନି ଠାକୁରଙ୍କ #ବଡ ଦାଣ୍ଡ, ପାରଳାଖେମୁଣ୍ଡି
3
3
40
@ManojMahakud3
Manoj Mahakud 🇮🇳
5 months
#Speed test 100 KMPH on 28 Jan 24 from Paralakhemundi to Gunupur #Paralakhemundi @OdishaRail
Tweet media one
2
8
38
@ManojMahakud3
Manoj Mahakud 🇮🇳
1 year
#ଦୁଇ ତିନି ବର୍ଷ ତଳର ଭିଡିଓ #ହସିବେ ନାହିଁ
7
3
39
@ManojMahakud3
Manoj Mahakud 🇮🇳
1 year
#ଆଗ ହୋଟେଲ ବଙ୍ଗାଳୀ ଲୋକଟିଏ ଚଲାଉ ଥିଲା କେବେ କେବେ ଭେଣ୍ଡି,ଆଳୁ ସୋରିଷ ତରକାରୀ ଖାଇବାକୁ ଆସୁଥିଲି ମୋର ଚାକିରୀ ସମୟରେ.. ଏବେ ମାଲିକ ଓଡ଼ିଆ ଓ ଓଡ଼ିଆ ଷ୍ଟାଫ ଅଛନ୍ତି... #ରୁଟି ଓ ଗୁଗୁନି ଜଳଖିଆରେ ମିଳିଥିଲା #ଚେନ୍ନାଇ
@ManojMahakud3
Manoj Mahakud 🇮🇳
1 year
#ଦାଦନ ହୋଇ ଆସିଥିଲେ ଆଜି ମାଲିକ ହୋଇଛନ୍ତି ସୁଦୂର ଚେନ୍ନାଇରେ.. #କିଏ ଗାଳି ଦେବ କହିଲ ଯେତିକି ଓଡ଼ିଶାରେ କମାଇ ନ ଥିବ ସେମାନେ ଏଠାରେ କମାନ୍ତି #ହୋଟେଲ
2
1
28
2
0
38
@ManojMahakud3
Manoj Mahakud 🇮🇳
1 year
#ଭଲ ବିକାଶ ହେଉଛି ବଡ ଦଳ ଯାହା କଲେ ଧର୍ମ ନାଁରେ କହୁଛନ୍ତି ତେଣୁ ଦୂରରୁ 🙏🙏🙏
6
3
39
@ManojMahakud3
Manoj Mahakud 🇮🇳
1 year
#ଦଣ୍ଡ କାଳୀ ପୂଜା ଚାଲୁଛି #ପାରଳାଖେମୁଣ୍ଡି
Tweet media one
Tweet media two
Tweet media three
@ManojMahakud3
Manoj Mahakud 🇮🇳
1 year
#ଦଣ୍ଡ ନାଚ ପାରଳାଖେମୁଣ୍ଡି ରେ କିଛି ବର୍ଷ ପାଳନ କରାଯାଉଛି #ପାରଳାଖେମୁଣ୍ଡି
1
0
10
2
4
37
@ManojMahakud3
Manoj Mahakud 🇮🇳
1 year
#ଯେଉଁଠାରେ ଓଡ଼ିଆ ଲୋକ ତେଲୁଗୁ କୁ ପ୍ରଧ୍ୟାନ ଦେଉଛନ୍ତି, ଇଂରାଜୀ ସ୍କୁଲ ରେ ଓଡ଼ିଆ ବଦଳରେ ହିନ୍ଦୀ ପଢୁଛନ୍ତି #ଫର୍ମ ସରିଗଲେ ଆନ୍ଧ୍ରରୁ ଆସେ ପେପର ଏଭଳି ଘଟଣା ଦେଖିବାକୁ ମିଳେ। #ସହଯୋଗ କଲେ ସୁବିଧା ନଚେତ ଆସୁବିଧା ଆସେ
Tweet media one
3
8
37
@ManojMahakud3
Manoj Mahakud 🇮🇳
2 years
#ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଷରେଇକଳା ଜଗନ୍ନାଥ ମନ୍ଦିର #ଷରେଇକଳା, ଝାଡ଼ଖଣ୍ଡ
2
3
36
@ManojMahakud3
Manoj Mahakud 🇮🇳
5 months
#ସରକାରୀ ସ୍କୁଲ ହୋଇଥିଲେ ଏତେ ବେଳକୁ କଣ ହୋଇଥାନ୍ତା ଶିକ୍ଷକ ମାନଙ୍କର??? #ବେସରକାରୀ ସ୍କୁଲରେ ହେଲେ ସ୍କୁଲ ର ଭଲ ନା ହୁଏ ଓ ଟଙ୍କା ପଇସା ଭଲ ରୋଜଗାର ହୁଏ ଯେହେତୁ ବହୁତ ପିଲା ଭର୍ତ୍ତି ହୁଅନ୍ତି ଓ ଏକ୍ସଟ୍ରା curriculum ଭାବନ୍ତି ସବୁ ଅଭିଭାବକ ଆଉ ସେହି ଅଭିଭାବକ ସୋସିଆଲ ମିଡିଆରେ ସରକାରଙ୍କୁ ଦୋଷ ଦେବା ପାଇଁ ଲାଗିପଡନ୍ତି
4
4
37
@ManojMahakud3
Manoj Mahakud 🇮🇳
6 months
ସ୍କୁଲର ନାମ କାହିଁକି ଦିଅନ୍ତି ନାହିଁ ଯଦି ସରକାରୀ ସ୍କୁଲ ହୋଇଥିଲେ ସାଙ୍ଗେ ସାଙ୍ଗେ ନା, ଶିକ୍ଷକ ସମସ୍ତଙ୍କ ଇତିହାସ ଆସି ଯାଇଥାନ୍ତା #ବେସରକାରୀ ସ୍କୁଲ ର ନା ଆସିଲେ ବଦନାମ ଓ ଦକ୍ଷିଣା ମିଳିବ ନାହିଁ କିନ୍ତୁ ସରକାରୀ ହେଲେ ରାଜନୀତି ହୋଇଯିବ #ସମ୍ବଲପୁର ରେ କିଛି ରାଜନେତାଙ୍କ ବଡ ବଡ ଅନୁଷ୍ଠାନ ଚାଲିଛି...
@OdishaReporter
Odisha Reporter
6 months
ସମ୍ବଲପୁର: ଏକ ଇଂଲିଶ ମିଡିୟମ ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା; ମାମଲା ରୁଜୁ ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଉଠାଇ ନେଲା ପୁଲିସ, ସ୍କୁଲରେ ପହଞ୍ଚିଲେ ଉପଜିଲ୍ଲାପାଳ, ତହସିଲଦାର, ଥାନାଧିକାରୀ #Odisha
Tweet media one
6
2
80
9
4
36
@ManojMahakud3
Manoj Mahakud 🇮🇳
1 year
#ଗଜ ମୁଂହା ପୂଜା ଅତି ଜାକ ଜକମ ରେ ପାଳନ କରାଯାଏ #ଏହା ଲିଆ/ଖଇ ରେ ତିଆରି ହୋଇଥାଏ #Gajamunha Puja #Paralakhemundi
1
8
37
@ManojMahakud3
Manoj Mahakud 🇮🇳
1 year
#ତିନି ଠାକୁରଙ୍କ ସକାଳ ଆଳତୀ #ବଡ ଦାଣ୍ଡ, ପାରଳାଖେମୁଣ୍ଡି
3
2
37
@ManojMahakud3
Manoj Mahakud 🇮🇳
2 years
#ସାଂସ୍କୃତିକ କର୍ଯ୍ୟକର୍ମ ରୁ କିଛି ରଥ ଯାତ୍ରା ଅବସରରେ #ପାରଳାଖେମୁଣ୍ଡି
1
9
34
@ManojMahakud3
Manoj Mahakud 🇮🇳
2 years
#Anniversery of Parala Maharaja of late Gopinath Gajapati Narayan Dev. #Paralakhemundi , Gajapati
Tweet media one
Tweet media two
2
2
35
@ManojMahakud3
Manoj Mahakud 🇮🇳
3 months
#ଏମାନେ ଆଗରୁ କେଉଁଠି ଲୁଚିକି ରହିଥିଲେ... #ଆଗେଇ ଚାଲ... ସ୍ବାମୀ ପଛରେ ରହିଥିବେ
9
5
35
@ManojMahakud3
Manoj Mahakud 🇮🇳
1 month
#Crowds waiting for Rajyarani Exp at Paralakhemundi Station #Bike lovers should be punished who allowed them to bring their vehicle to platforms @DRMWaltairECoR @srdomwat @RailMinIndia @EastCoastRail @DRMKhurdaRoad @CkpDrm Sir, Pls do the needful .Thank you @PlhgnprnwpRail
5
12
36
@ManojMahakud3
Manoj Mahakud 🇮🇳
1 year
#ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଦିନରେ ଡିଜେ ବଜେଇ ଉଦଣ୍ଡ ନୃତ୍ୟ କରିବା ଆମକୁ ଶୋଭା ଦେଉଛି କି ? ସନାତନ ଧର୍ମକୁ ପାଶ୍ଚାତ୍ୟାଭିମୁଖୀ କରିବା ଅନୁଚିତ ଏହା ଆମର ଧର୍ମକୁ ଅଟ୍ଟହାସ୍ୟ କଲା ପରି ଲାଗୁଛି। ଜୟ ଶ୍ରୀରାମ ।।🙏🙏🙏 ବି: ଦ୍ର : ଶୋଭାଯାତ୍ରା ,ଭଜନ ଓ କୀର୍ତ୍ତନ ମାଧ୍ୟମରେ ପ୍ରଭୁଙ୍କ ନାମ ନେଇ ତାଙ୍କ ଆଶୀର୍ବାଦ ପାଇପାରିବା ।
Tweet media one
7
0
35
@ManojMahakud3
Manoj Mahakud 🇮🇳
2 years
#ସାଧା ମିଲ ଆମ ଅଞ୍ଚଳରେ ,୩୦ ଟଙ୍କା ରେ ମିଳେ.. #ଭାତ,ତରକାରୀ, ଆଚାର, ପାପଡ, ସଲାଡ #ଝାଡ଼ଖଣ୍ଡ
3
1
35
@ManojMahakud3
Manoj Mahakud 🇮🇳
3 months
#ଭିଡିଓ ଭଲ କରିଥାଏ ତେଣୁ ପୋଷ୍ଟ କରିଦିଏ.. #ଏତେ ଭିତରେ ଓଡ଼ିଆ ଅକ୍ଷର କେମିତି ଚମକୁଛି ଟିକେ ଦେଖିବେ.. #ଚକ୍ରଧରପୁର #ଝାଡ଼ଖଣ୍ଡ
5
1
36
@ManojMahakud3
Manoj Mahakud 🇮🇳
11 months
#Why People of Brahmpur (BAM) needs Intercity to VijayWada (Bza) @DRMKhurdaRoad @RailwaySeva @drmvijayawada @RailMinIndia @AshwiniVaishnaw @dpradhanbjp Sir, Please provide a train from Brahmpur to VijayWada on daily basis. Thanks Pc. SM also and crowd for ref. only @RPTripathy
5
6
34
@ManojMahakud3
Manoj Mahakud 🇮🇳
2 years
#ପ୍ରବାସୀ ଓଡ଼ିଶା ଲୋକ ରୁହନ୍ତି ଖଡ଼ଗପୁରରେ ଜାଣିଛନ୍ତି ଓଡ଼ିଆ,ତେଲୁଗୁ,ବଙ୍ଗାଳୀ କିନ୍ତୁ କଥା ହେଉଛନ୍ତି ହିନ୍ଦୀରେ ଓ ସେମାନେ ତାଙ୍କ ଭିତରେ ଓଡ଼ିଆ,ତେଲୁଗୁରେ କଥା ହେଉଛନ୍ତି ।ମୁଁ ଓଡ଼ିଆରେ ପଚାରିଲି ସେମାନେ ହିନ୍ଦୀରେ କହିଲେ... #ବେଶୀ ବାଧ୍ୟ କରିବାରୁ ଘର ବ୍ରହ୍ମପୁର ପାଖରେ କହିଲେ... #ଇସ୍ପାତ ଏକ୍ସପ୍ରେସ
3
2
34
@ManojMahakud3
Manoj Mahakud 🇮🇳
2 years
#Renovation and Platform work started in oldest Railway station since 1900 #Paralakhemundi @OdishaRail
Tweet media one
Tweet media two
Tweet media three
Tweet media four
1
4
35
@ManojMahakud3
Manoj Mahakud 🇮🇳
11 months
#Bus need to change immediately #Why no new Bus to Paralakhemundi Depo @OSRTC_Odisha @STAOdisha @CTOdisha @arunbothra @ushapadhee1996 Dear Sir/Madam, Kindly provide new Buses to Paralakhemundi depo and provide routes for Palasa, JK Rayagada, Visakhapatnam..Thank you @DM_Gajapati
Tweet media one
4
5
35
@ManojMahakud3
Manoj Mahakud 🇮🇳
4 months
Tweet media one
3
5
35
@ManojMahakud3
Manoj Mahakud 🇮🇳
2 months
#ଉତ୍କଳ ନିର୍ମାତା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସମ୍ପର୍କରେ #ପାରଳାଖେମୁଣ୍ଡି
Tweet media one
Tweet media two
Tweet media three
1
3
35
@ManojMahakud3
Manoj Mahakud 🇮🇳
4 months
#Gunupur Cuttack Memu(08422) situation till Berhampur Station #Crowd starts from Brahmpur onwards..... @OdishaRail
2
3
35
@ManojMahakud3
Manoj Mahakud 🇮🇳
1 year
#ଚାକିରୀ ପାଇଁ ଠକେଇ ଅଭିଯୋଗରେ ପୁରା ଓଡ଼ିଶା ଆଗେଇ ଚାଲିଛି.. #୧୭ ଲକ୍ଷ ଦେଲେ ହାଇସ୍କୁଲରେ ଚାକିରୀ ମିଳୁଛି ମୋ ଘରେ ବି ଓଟେଟ, ସିଟେଟ, ଜେଟେଟ୍ ପାସ କରିଛି ୨୦୧୨ରୁ କିନ୍ତୁ ସରକାରୀ ଚାକିରୀ ମିଳିଲା ନାହିଁ... ଭାଗ୍ୟ କୁ ନିନ୍ଦିବା ଛଡ଼ା ଆଉ କିଛି ଉପାୟ ନାହିଁ.. #ମୁ ଟ୍ରେନ ଯାତ୍ରା ସମୟରେ ଶୁଣିଥିଲି ଏବେ ଦେଖୁଛି.. #ସରକାର ଚାକିରୀ
Tweet media one
Tweet media two
4
5
34
@ManojMahakud3
Manoj Mahakud 🇮🇳
9 months
#ବଡ଼ବିଲ ଭଦ୍ରାସାହିରେ ଗୋଟେ ହାଇୱା ଗାଡ଼ିର ଏହି ଅବସ୍ଥା #ଭୁଲ କାହାର??? କହିବା ନାହିଁ କିଛି
Tweet media one
Tweet media two
2
4
35
@ManojMahakud3
Manoj Mahakud 🇮🇳
5 months
#ଦୁଇ ମାସ ଭିତରେ ସୁଦୂର ଓଡ଼ିଶାରୁ ଆସି ସୁନ୍ଦର ମନ୍ଦିର ତିଆରି କରିଦେଲେ #ଝାଡ଼ଖଣ୍ଡରେ ଏପରି କାରୁକାର୍ଯ୍ୟ ଦେଖିବାକୁ ମିଳେନାହିଁ ଆଜିର ସମୟରେ #କୋଲହାନ, ଝାଡ଼ଖଣ୍ଡ #ଜୟ ଶ୍ରୀ ହନୁମାନ
3
2
34
@ManojMahakud3
Manoj Mahakud 🇮🇳
1 year
#ବଙ୍ଗାଳୀ କୀର୍ତ୍ତନ ମଣ୍ଡଳୀ ଙ୍କ ର ବେଶୀ ଡିମାଣ୍ଡ #ଆବାଳ ବୃଦ୍ଧ,ପିଲା ସବୁ କୀର୍ତ୍ତନ ମଣ୍ଡଳୀ ପାଖରେ ବସିଛନ୍ତି ଚାତକ ପକ୍ଷୀ ପରି...
8
2
34
@ManojMahakud3
Manoj Mahakud 🇮🇳
11 months
#କେହି ମରିଗଲା ପରେ ୩,୫,୭,୯ ଦିନିଆ ପଣା ଦିଆଯାଏ ଘର ଲୋକ, ବନ୍ଧୁ ବାନ୍ଧବଙ୍କ ଦ୍ଵାରା ଯାହା ପ୍ରଚଳିତ ଅଛି କିନ୍ତୁ କିଛି ଜାଗାରେ ପଲଉ, ଛେନା, ଚାଉମିନ, ମଞ୍ଚୁରୀ, ଛତୁ କରୁଛନ୍ତି... #ଏହି ଫଟୋ ଦେଖିଲା ପରେ ଏହି ପରିଜନଙ୍କୁ ଧନ୍ୟବାଦ ଜଣାଉଛି ଯେ ପୁରୁଣା ରୀତି ନୀତି ଅନୁସାରେ କାମ କରିଥଲେ.. #ପାରଳାଖେମୁଣ୍ଡି
Tweet media one
Tweet media two
Tweet media three
Tweet media four
8
2
34
@ManojMahakud3
Manoj Mahakud 🇮🇳
2 years
Tweet media one
Tweet media two
Tweet media three
0
7
34
@ManojMahakud3
Manoj Mahakud 🇮🇳
2 years
#Kalinga Utkal (18477/8) will convert to LHB soon , awaiting 2 racks.. #Yesterday i saw one rack at ichchhapuram... @OdishaRail @JharkhandRail
4
2
33
@ManojMahakud3
Manoj Mahakud 🇮🇳
2 months
#ଏହା ନିରାଟ ସତ୍ୟ.. #ଏଥିରେ ଦ୍ୱିମତ ନାହିଁ ଓଡ଼ିଆ ବୁଝନ୍ତି
4
4
34
@ManojMahakud3
Manoj Mahakud 🇮🇳
6 months
#ତଲାରି (ଦେଶୀ ଛତା) କିଏ କିଏ ଦେଖିଛ #ପାରଳାଖେମୁଣ୍ଡି ଠାରୁ ଶ୍ରୀକାକୁଲମ ଯିବା ସମୟର ଦୃଶ୍ୟ.... #ସରକାରୀ ବସ ରେ ଲୋକ ଯାଉଛନ୍ତି ଖାଲି ଓଡ଼ିଶାରେ ହିଁ ଘୃଣା କଣ ପାଇଁ ବୁଝି ପାରିଲି ନାହିଁ କିନ୍ତୁ ଆନ୍ଧ୍ର ଲୋକଙ୍କ ପାଇଁ ଓଡ଼ିଶା ସରକାରୀ ବସ ପସନ୍ଦ କାରଣ ଶସ୍ତା ଓ ଭଲ ବସ ଯୋଗୁଁ...
5
1
33
@ManojMahakud3
Manoj Mahakud 🇮🇳
2 months
#ପାଡ଼ୁଆ ଷ୍ଟେସନ୍ ନିକଟ ରେ ମାଲବାହୀ ଟ୍ରେନ ଓଲଟିଲା #କୋରାପୁଟ @OdishaRail
Tweet media one
Tweet media two
Tweet media three
8
3
33
@ManojMahakud3
Manoj Mahakud 🇮🇳
6 months
#ମନ୍ଦିରକୁ ଭକ୍ତଙ୍କ ଚିନ୍ତାଧାରା ଟିକେ ନିଆରା ଅଛି #ପୁରୀ ଜଗନ୍ନାଥ ମନ୍ଦିରକୁ ଗଲେ ଶୀଘ୍ର ଦର୍ଶନ ହୋଇଥାଏ ଓ ଶାନ୍ତି ମିଳିଥାଏ କିନ୍ତୁ ତିରୁପତି ରେ ଯେଉଁ ଅଙ୍କା ବଙ୍କା ରାସ୍ତାରେ,ଧାଇଁ ଧାଇଁ ହାଲିଆ ହୋଇ ୨ ସେକେଣ୍ଡର ଦର୍ଶନ ବି ମିଳି ନ ଥାଏ ଏସବୁ ମତ ଥିଲା ଓଡ଼ିଶା ବାହାରର ଭକ୍ତଙ୍କ ମତାମତ #ଆଶାକରେ ସରକାର ଧ୍ୟାନ ଦେବେ
Tweet media one
3
2
31
@ManojMahakud3
Manoj Mahakud 🇮🇳
3 months
#ଭଲ କଥା ଭାଇ କିନ୍ତୁ ଆମେ ୨୦୦ ଟଙ୍କା କରିବୁ ଜୁନ ମାସ ଠାରୁ....
4
1
33